The Ultimate Managed Hosting Platform
ADVERTISEMENT

ଜୁଆ ଖେଳରୁ ହତ୍ୟା !

Facebook
Twitter
LinkedIn

ବଲାଙ୍ଗିର : ପୋଖରୀରୁ ନିଖୋଜ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର । ପୁଇଁତଳା ଥାନା ଛତାପିପଲ ଗାଁ ପୋଖରୀରୁ ମୃତଦେହ ଉଦ୍ଧାର । ଗତକାଲି ପୋଖରୀ ନିକଟରେ ଜୁଆ ଖେଳୁଥିବା ଲୋକେ ଦେଖିଥିଲେ । ଜୁଆ ଖେଳରୁ ଗଣ୍ଡଗୋଳ ଘଙ୍କି କେହି ହତ୍ୟା କରିଥିବା ପରିବାରର ଅଭିଯୋଗ । ପୋଲିସ ପକ୍ଷରୁ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ ଏବେ ପୋଲିସ ଘଟଣାର ତଦନ୍ତ ଜାରି ରଖିଛି । ଦୁଇ ଦିନ ହେବ ନିଖୋଜ ଥିଲେ ମୃତକ କାଳୁ ଦୀପ । ଏ ନେଇ ପୁଇଁତଲା ଥାନାରେ ଅଭିଯୋଗ ହୋଇଥିଲା ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login