The Ultimate Managed Hosting Platform
ADVERTISEMENT

ଜୀବିତ ଭାବି ସଂସ୍କାର କଲେନି

Facebook
Twitter
LinkedIn

ରେଢାଖୋଲ : ଅନ୍ଧ ବିଶ୍ୱାସର ଅନ୍ଧ ଗଳି । ୨୦ ଘଣ୍ଟା ହେଲାଣି ଘରେ ପଡିରହିଛି ମୃତଦେହ । ଜୀବିତ ଭାବି ଅନ୍ତିମ ସଂସ୍କାର ମ କରି ଘରେ ରଖିଛନ୍ତି ମୃତଦେହ । ଡାକ୍ତର ମୃତ ଘୋଷଣା କରିବା ସତ୍ତ୍ୱେ ଅନ୍ତିମ ସଂସ୍କାର କରୁନାହାନ୍ତି । ରେଢାଖୋଲ ୪ନଂ ୱାର୍ଡରେ ପରିବାର ଲୋକଙ୍କ ଅନ୍ଧବିଶ୍ୱାସ । ପଡୋଶୀଙ୍କ ବିରୋଧରେ ଆଣିଲେ ଗୁଣିଗାରେଡି ଅଭିଯୋଗ । ପଡୋଶୀଙ୍କ ଘରେ ତାଲା , ସମସ୍ତେ ଫେରାର ଥିବା ଅନୁମାନ । କିଛି ଦିନ ହେବ ଯୁବକ ଅସୁସ୍ଥ ଥିଲେ , କାଲି ମେଡିକାଲରେ ମୃତ୍ୟୁ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login