The Ultimate Managed Hosting Platform
ADVERTISEMENT

ଜୀବନ ହାରିଲେ କଏଦୀ

Facebook
Twitter
LinkedIn

ଚୈାଦ୍ୱାର : ଚୈାଦ୍ୱାର ଜେଲରେ ଦଉଡି ଲଗାଇ ଜୀବନ ହାରିଲେ କଏଦୀ । କଟକ ବଡ ମେଡିକାଲରେ କଏଦୀଙ୍କୁ ମୃତ ଘୋଷଣା କଲେ ଡାକ୍ତର । କଏଦୀ ଜଣଙ୍କ କାହିଁକି ଏପରି କଲେ ଜଣାପଡିନାହିଁ । ମୃତ କଏଦୀଙ୍କ ନାଁ ପବିତ୍ର କୁମାର ସାହୁ । ଘଟଣାର ତଦନ୍ତ ପାଇଁ ଯିବେ ଏଡିଜି ଅମିତାଭ ଠାକୁର । କେଉଁ ପରିସ୍ଥିତିରେ ମୃତ୍ୟୁ ହେଲା ସେନେଇ ତଦନ୍ତ କରାଯିବ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login