The Ultimate Managed Hosting Platform
ADVERTISEMENT

ଜିଲ୍ଲା ମୁଖ୍ୟ କାରାଗାରରୁ ଚମ୍ପଟ ମାରିଲେ କଏଦୀ

Facebook
Twitter
LinkedIn

କେନ୍ଦୁଝର : ଜିଲ୍ଲା ମୁଖ୍ୟ କାରାଗାରରୁ ଚମ୍ପଟ ମାରିଲେ କଏଦୀ । ଗିଚା କାମ କରୁଥିବା ବେଳେ ଫେରାର ହୋଇଛି କଏଦୀ । କେନ୍ଦୁଝର ଜିଲ୍ଲା ମୁଖ୍ୟ କାରାଗାରରୁ ଚମ୍ପଟ ମାରିଛି କଏଦୀ । ଏକ ହତ୍ୟା ମାମଲାରେ ପରେଶ ମୁଣ୍ଡା ୨୦୧୪ରୁ ଜିଲ୍ଲା ମୁଖ୍ୟ କାରାଗାରରେ ଆଜୀବନ କାରାଦଣ୍ଡ ଭୋଗୁଥିଲା । ଦୀର୍ଘ ବର୍ଷ ଧରି ସେ ଜେଲ ବଗିଚାରେ କାମ କରି ଆସୁଥିଲା । ଗତକାଲି ଅପରାହ୍ନରେ ସେ ବଗିଚାରେ କାମ କରୁଥିବା ବେଳେ ସେଠାରୁ କୁଆଡ଼େ ଚମ୍ପଟ ମାରିଥିଲା । ଏନେଇ ଜେଲ କର୍ତ୍ତୃପକ୍ଷ କେନ୍ଦୁଝର ଟାଉନ ଥାନାରେ ଅଭିଯୋଗ କରିଛନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login