The Ultimate Managed Hosting Platform
ADVERTISEMENT

ଜିଲ୍ଲା ମାନ୍ୟତା ଦାବିରେ ୧୨ ଘଣ୍ଟିଆ କଣ୍ଟାବାଞ୍ଜି ବନ୍ଦ

Facebook
Twitter
LinkedIn

କଣ୍ଟାବାଞ୍ଜି : ଜିଲ୍ଲା ମାନ୍ୟତା ଦାବିରେ ୧୨ ଘଣ୍ଟିଆ କଣ୍ଟାବାଞ୍ଜି ବନ୍ଦ । କଣ୍ଟାବାଞ୍ଜି ଜିଲ୍ଲା ସଂଘର୍ଷ ସମିତି ପକ୍ଷରୁ ସକାଳ ୬ରୁ ସନ୍ଧ୍ୟା ୬ ଯାଏଁ ବନ୍ଦ । ତୁରେଇକେଲା , ବଙ୍ଗୋମୁଣ୍ଡା, ମୁରିବାହାଲ ସହ କଣ୍ଟାବାଞ୍ଜି ଏନଏସିରେ ବନ୍ଦ । ବନ୍ଦକୁ ବେଲପଡା ଓ ଖପ୍ରାଖୋଲ ବ୍ଲକରେ ମଧ୍ୟ ସମର୍ଥନ । କଣ୍ଟାବାଞ୍ଜି-ବଲାଙ୍ଗିର ଓ କଣ୍ଟାବାଞ୍ଜିରୁ ଖଡିଆଲ ରାସ୍ତାରେ ଯାତାୟାତ ବନ୍ଦ । ଆଜିର ଏହି ବନ୍ଦରେ ସମସ୍ତ ଦୋକାନ, ଵଜାର, ସ୍କୁଲ, କଲେଜ, ସରକାରୀ- ବେସରକାରୀ କାର୍ୟ୍ୟଳୟ, ବ୍ୟାଙ୍କ, ତହସିଲ, ଟ୍ରେଜେରୀ ଭଳି ଅନ୍ୟ କାର୍ୟ୍ୟାଳୟ ବନ୍ଦ ରହିଛି । ଗାଡି ଚଳାଚଳ ମଧ୍ୟ ବନ୍ଦ ରହିଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login