The Ultimate Managed Hosting Platform
ADVERTISEMENT

ଜିଲ୍ଲାପାଳଙ୍କ ସଦଭାବନା ଗୃହରେ ଆରପିଡିଏସି ବୈଠକ

Facebook
Twitter
LinkedIn

ପାରାଦ୍ଵୀପ : ପାରାଦ୍ଵୀପରେ ସ୍ଥାପିତ ହେବାକୁ ଯାଉଛି ଆସେଲ ମିତଲ ନିପନ ଷ୍ଟିଲର ୭ ମିଲିୟନ ଟନ୍ ଵିଶିଷ୍ଟ ଷ୍ଟିଲ ପ୍ଲାଣ୍ଟ । ଏଥିପାଇଁ ବିସ୍ଥାପିତ ହେବାକୁ ଥିବା ଗ୍ରାମବାସୀଙ୍କୁ କିପରି ଥଇଥାନ କରାଯିବ । ଏହା ସହ ପାରିପାଶ୍ଵିକ ଉନ୍ନତି କିପରି କରାଯିବ , ସେଥିପାଇଁ ଆଜି ଜଗତସିଂହପୁର ଜିଲ୍ଲାପାଳଙ୍କ ସଦଭାବନା ଗୃହରେ ଆରପିଡିଏସି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ କେନ୍ଦ୍ର ଅଞ୍ଚଳ ରାଜସ୍ୱ ଆୟୁକ୍ତ ଡ.ସୁରେଶ ଚନ୍ଦ୍ର ଦଳେଇ ଅଧ୍ୟଷତା କରି କହିଥିଲେ ଆସେଲ ମିତଲ ଓ ନିପନ ଷ୍ଟିଲ ୭ ମିଲିୟନ ଵିଶିଷ୍ଟ ପ୍ଲାଣ୍ଟ ପ୍ରତିଷ୍ଠା କରିବାକୁ ଯାଉଛି । ଏହି ଷ୍ଟିଲ ପ୍ଲାଣ୍ଟ ପ୍ରତିଷ୍ଠା ହେବା ଦ୍ଵାରା ବିସ୍ଥାପିତ ହେବାକୁ ଥିବା ଵିଜୟଚନ୍ଦ୍ରପୁର,ଉଦୟଵଟର ପଡାଗ୍ରାମ, ନୂଆଗଡର ଗ୍ରାମର ହାଣ୍ଡିଆ ଗ୍ରାମବାସୀଙ୍କୁ ଥଇଥାନ କରାଯିବ ଵୋଲି ସେ କହିଥିଲେ । ଭିଟାମାଟି ଛାଡୁଥିବା ସମସ୍ତ ପ୍ରକାର ସୁବିଧା ସୁଯୋଗ ଯୋଗାଇ ଦେବ କମ୍ପନୀ ଵୋଲି ଉପସ୍ଥିତ ବିଧାୟକ ମାନେ କହିଥିଲେ । ବହୁ ଶିଘ୍ର ସଭେ କରାଯାଇ ୧୪୭୬ ପରିବାରଙ୍କ ଚିଠା ପ୍ରସ୍ତୁତ କରାଯାଇ ୧୫ ଦିନ ଭିତରେ ରିପୋଟ ଦେବାକୁ କୁହାଯାଇଛି । ଯେଉଁମାନେ ବିସ୍ଥାପିତ ହେବେ ଆପତ୍ତି ଅଭିଯୋଗ ଶୁଣିଲା ପରେ ଚୂଡାନ୍ତ ତାଲିକା ପ୍ରକାଶ ପାଇଵ । ଏହି ବୈଠକରେ ଜଗତସିଂହପୁର ବିଧାୟକ ପ୍ରଶାନ୍ତ ମୁଦୁଲି,ଵାଲିକୁଦା ଏରସମା ବିଧାୟକ ରଘୁନନ୍ଦନ ଦାସ,ପାରାଦ୍ଵୀପ ବିଧାୟକ ସମ୍ଵିତ ରାଉତରାୟ, ଜିଲ୍ଲାପାଳ ପାରୁଲ ପଟୱାରୀ, ଜିଲ୍ଲା ଏସପି ଯୋଗଦେଇଥିଲେ କ୍ଷ

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login