The Ultimate Managed Hosting Platform
ADVERTISEMENT

ଜିଲ୍ଲାପାଳଙ୍କୁ ଭେଟିବାକୁ ୨୦ କିମି ଚାଲିଲେ

Facebook
Twitter
LinkedIn

ବାରିପଦା : ଅଭିଯୋଗ ପାଇଁ ୨୦ କିମି ଚାଲିଲେ ଛାତ୍ରଛାତ୍ରୀ । ଚାଲିଚାଲି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ପହଁଚିଲେ । ଖୁଣ୍ଟା ବ୍ଲକ ବାସିପୀଠା ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଅଭିନବ ପ୍ରତିବାଦ । ବିଦ୍ୟାଳୟରେ ବିଭିନ୍ନ ଅବ୍ୟବସ୍ଥା ଜଣାଇବାକୁ ଚାଲିଚାଲି ଆସିଲେ । ରାତି ୧୨ଟାରୁ ଚାଲିଚାଲି ସକାଳେ ବାରିପଦାରେ ପହଞ୍ଚିଥିଲେ । ଉପଜିଲ୍ଲାପାଳ, ମଙ୍ଗଳ ଅଧିକାରୀ ଓ ପିଡି ଡିଆରଡିଏ ପିଲାମାନଙ୍କ ସହ ଆଲୋଚନା କରିଥିଲେ। ଜିଲ୍ଲାପାଳ ମଧ୍ୟ ଭିଡିଓ କଲରେ ଛାତ୍ର ମାନଙ୍କ ଅଭିଯୋଗ ଶୁଣିଛନ୍ତି । ତଦନ୍ତ କରାଯିବ ବୋଲି ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି । ପ୍ରଶାସନ ସହ ଆଲୋଚନା ପରେ ବସ୍ ଯୋଗେ ସ୍କୁଲକୁ ଫେରିଛନ୍ତି ସମସ୍ତ ଛାତ୍ର । ଘଟଣାର ତଦନ୍ତ କରାଯିବ ବୋଲି କହିଛନ୍ତି ଜିଲ୍ଲା ମଙ୍ଗଳ ଅଧିକାରୀ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login