The Ultimate Managed Hosting Platform
ADVERTISEMENT

ଜିଏସଟି ଚୋରି କଲେ ଲାଗିବ ଜରିମାନା : ଏପ୍ରିଲ ପହିଲାରୁ ବଦଳିବ ନିୟମ

Facebook
Twitter
LinkedIn

ନୂଆଦିଲ୍ଲୀ : ଭାରତ ସରକାର ଦ୍ରବ୍ୟ ଓ ସେବା କର (ଏଝଞ)ର ନିୟମରେ ଅନେକ ପରିବର୍ତ୍ତନ କରିଛନ୍ତି । ଏହାଫଳରେ ଏପ୍ରିଲ ପହିଲାରୁ ଇନପୁଟ ସର୍ଭିସ ଡିଷ୍ଟ୍ରିବ୍ୟୁଟର ସିଷ୍ଟମ ଲାଗୁ ହେବାକୁ ଯାଉଛି । ପୂର୍ବରୁ ବିଜିନେସ କରୁଥିବା ଲୋକଙ୍କ ପାଖରେ କମନ ଆଇଟିସିକୁ ନିଜର ଅନ୍ୟ ଜିଏସଟି ରେଜିଷ୍ଟ୍ରେସନରେ ଆବଣ୍ଟିତ କରିବା ପାଇଁ ଦୁଇଟି ଅପ୍ସନ ଦିଆଯାଉଥିଲା । ସେଥିରେ ଦୁଇଟି ଅପ୍ସନ ଏହା ଥିଲା ଯେ, ଆଇଏସଡି ମେକାନିଜିମ ବା କ୍ରସ-ଚାର୍ଜ ମେଥଡ, ମାତ୍ର ଏବେ ଏପ୍ରିଲ ୧ରୁ ଆଇଏସଡିର ବ୍ୟବହାର ନକଲେ ରେସିପିଏଣ୍ଟ ଲୋକେସନ ପାଇଁ ଆଇଟିସି ଦିଆଯିବ ନାହିଁ । ଯଦି ଆଇଟିସିର ଭୁଲ ବିତରଣ ହୁଏ, ତେବେ ଟ୍ୟାକ୍ସ ଅଥରିଟି ସୁଧ ସହିତ ରାଶି ଆଦାୟ କରିଥାନ୍ତି । ଏଥିସହିତ ଅନିୟମିତ ବିତରଣ ପାଇଁ ଜରିମାନା ମଧ୍ୟ ଲାଗିଥାଏ, ଯାହା ଆଇଟିସିର ରାଶି ବା ୧୦ ହଜାର ଟଙ୍କାରୁ ମଧ୍ୟ ଅଧିକ ହେବ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

Operation Sindoor : ଭାରତ-ପାକ ଯୁଦ୍ଧ: ପାକିସ୍ତାନକୁ ଆମେରିକା ରାଷ୍ଟ୍ରପତିଙ୍କ କଡା ଚେତାବନୀ

ଭାରତକୁ ଟ୍ରମ୍ପଙ୍କ ଧମକ , ୨୪ ଘଣ୍ଟାରେ ଶୁଳ୍କ ବୃଦ୍ଧି କରିବେ ଟ୍ରମ୍ପ

ନୂଆଦିଲ୍ଲୀ : ଭାରତକୁ ଟ୍ରମ୍ପଙ୍କ ନୂଆ ଧମକ । ୨୪ ଘଣ୍ଟାରେ ଭାରତ ଉପରେ ବଡ଼ ଶୁଳ୍କ ବୃଦ୍ଧି କରିବାକୁ ଧମକ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ।...

ADVERTISEMENT
ମୋହାଲିରେ ଥିବା ଅମ୍ଲଜାନ ପ୍ଲାଣ୍ଟରେ ବିସ୍ଫୋରଣ

ମୋହାଲିରେ ଥିବା ଅମ୍ଲଜାନ ପ୍ଲାଣ୍ଟରେ ବିସ୍ଫୋରଣ

ମୋହାଲି : ମୋହାଲି ଅମ୍ଳଜାନ ପ୍ଲାଣ୍ଟରେ ବିସ୍ଫୋରଣ। ଚାଲିଗଲା ୨ଜଣକ ଜୀବନ। ବୁଧବାର ଦିନ ପଞ୍ଜାବର ମୋହାଲିରେ ଏକ ଅକ୍ସିଜେନ ପ୍ଲାଣ୍ଟରେ ବଡ଼ ବିସ୍ଫୋରଣ ଘଟିବାରୁ ଏପର୍ୟ୍ୟନ୍ତ...

Login