The Ultimate Managed Hosting Platform
ADVERTISEMENT

ଜାଳୁଛି ଖରା , ସବୁଠୁ ଉତ୍ତପ୍ତ ସହର ଝାରସୁଗୁଡା

Facebook
Twitter
LinkedIn

ଭୁବନେଶ୍ୱର : ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ । ଦିନ ସାଢେ ୨ଟା ସୁଦ୍ଧା ରେକର୍ଡ ତାପମାତ୍ରା । ରାଜ୍ୟର ସବୁଠୁ ଉତ୍ତପ୍ତ ସହର ଝାରସୁଗୁଡା ଓ ସମ୍ବଲପୁର । ଝାରସୁଗୁଡାର ସର୍ବୋଚ୍ଚ ତାପମାତ୍ରା ୪୩.୨ ଡିଗ୍ରୀ ରେକର୍ଡ କରାଯାଇଛି । ସମ୍ବଲପୁର ସର୍ବୋଚ୍ଚ ତାପମାତ୍ରା ୪୩.୨ ଡିଗ୍ରୀ ରେକର୍ଡ କରାଯାଇଛି । ସେହିପରି ହୀରାକୁଦ ୪୨.୪ ଡିଗ୍ରୀ, ଭୁବନେଶ୍ୱର ୪୧.୮ ଡିଗ୍ରୀ, ଚାନ୍ଦବାଲି ୩୯.୨ ଡ଼ିଗ୍ରୀ, କେନ୍ଦୁଝର ୩୯ ଡ଼ିଗ୍ରୀ, ପୁରୀ ୩୬.୮ ଡ଼ିଗ୍ରୀ, ବାଲେଶ୍ୱର ୩୬.୨ ଡ଼ିଗ୍ରୀ, ଗୋପାଳପୁର ୩୬ ଡ଼ିଗ୍ରୀ, ପାରାଦୀପ ୩୪ ଡ଼ିଗ୍ରୀ ରେକର୍ଡ କରାଯାଇଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login