କେନ୍ଦ୍ରାପଡା : ଜାଲ୍ ସାର୍ଟିଫିକେଟ ଲିଙ୍କରେ ଚାକିରିରୁ ବିଦା ହେଲେ ୩ । ୩ ଜଣ ବ୍ରାଞ୍ଚ ପୋଷ୍ଟ ମାଷ୍ଟର ଚାକିରିରୁ ବିଦା ହୋଇଛନ୍ତି । ଥାନାରେ ରୁଜୁ ହେଲା ମାମଲା । ତେବେ କାର୍ଯ୍ୟାନୁଷ୍ଠାନ ନେଇ ସୂଚନା ଦେଲେ କେନ୍ଦ୍ରାପଡା ଡାକ ଅଧୀକ୍ଷକ । ଜାଲ୍ ସାର୍ଟିଫିକେଟ ଦେଇ ଚାକିରି କରିବା ପ୍ରମାଣ ମିଳିବା ପରେ ବିଦା । ଜଣେ ୨ ବର୍ଷ ଓ ୩ ଜଣ ୬ ମାସ ହେଲା ଚାକିରି କରୁଥିଲେ । ତିନି ଜଣ ଭଦ୍ରକର ହୋଇଥିବା ବେଳେ ବାହାର ରାଜ୍ୟର ଫେକ୍ ସାର୍ଟିଫିକେଟ ଦେଇ କରିଥିଲେ ଚାକିରି । ମାମଲା ପରଠୁ ୩ ଅଭିଯୁକ୍ତ ଫେରାର ଅଛନ୍ତି କହିଲେ ଡାକ ଅଧୀକ୍ଷକ ।
Views: 99











