The Ultimate Managed Hosting Platform
ADVERTISEMENT

ଜାପାନ ଏୟାରଲାଇନ୍ସ ଉପରେ ସାଇବର ଆକ୍ରମଣ, ଉଡାଣ ବାତିଲ

Facebook
Twitter
LinkedIn

ନୂଆଦିଲ୍ଲୀ : ଜାପାନ ଏୟାରଲାଇନ୍ସ ଗୁରୁବାର ସକାଳୁ ସାଇବର ଆଟାକର ଶିକାର ହୋଇଛି । ଏହି ସାଇବର ଆଟାକ୍ ସମସ୍ୟା ଗୁରୁବାର ସକାଳ ପ୍ରାୟ ୭ଟା ୨୫ ମିନିଟରେ ଆରମ୍ଭ ହୋଇଥିଲା । ଏହାଦ୍ୱାରା ଏୟାରଲାଇନ୍ସର ଆଭ୍ୟନ୍ତରୀଣ ଏବଂ ବାହ୍ୟ ସିଷ୍ଟମ୍ ପ୍ରଭାବିତ ହୋଇଛି । ଏହି କାରଣରୁ ବହୁ ଘରୋଇ ଏବଂ ଅନ୍ତର୍ଜାତୀୟ ବିମାନ ପ୍ରଭାବିତ ହୋଇଛି । ପାଖାପାଖି ୧୪ଟି ଘରୋଇ ଉଡ଼ାଣରେ ୧ ଘଣ୍ଟା ବିଳମ୍ବ ଘଟିଛି । କିଛି ଅନ୍ତର୍ଜାତୀୟ ବିମାନ ଉଡ଼ାଣରେ ମଧ୍ୟ ସମାନ ସମସ୍ୟା ସୃଷ୍ଟି ହୋଇଛି । ସାଇବର ଆକ୍ରମଣ ହେତୁ ଟିକେଟଗୁଡ଼ିକର ବିକ୍ରି ବନ୍ଦ କରି ଦିଆଯାଇଛି । ଏୟାରଲାଇନ୍ସର ପ୍ରବକ୍ତା ଏ ବିଷୟରେ ସୂଚନା ଦେଇ କହିଛନ୍ତି, ଦିନର ଅବଶିଷ୍ଟ ସମୟରେ ସମସ୍ତ ଘରୋଇ ଏବଂ ଅନ୍ତର୍ଜାତୀୟ ଉଡ଼ାଣ ପାଇଁ ଟିକେଟ୍ ବିକ୍ରିକୁ ସ୍ଥଗିତ ରଖାଯାଇଛି । ତେବେ ଯେଉଁ ଯାତ୍ରୀମାନେ ପୂର୍ବରୁ ଟିକେଟ୍ କିଣିଥିଲେ, ସେମାନଙ୍କ ପାଇଁ ବୁକିଂ ବୈଧ ରହିବ ବୋଲି ପରାମର୍ଶ ଦିଆଯାଇଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

“ଆମ ଶାସନ” ଶୁଭାରମ୍ଭ , ମୁଖ୍ୟମନ୍ତ୍ରୀ କଲେ ଶୁଭାରମ୍ଭ

ଓଡିଆ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଅନ୍ୟନ୍ତ ନିନ୍ଦନୀୟ ; ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ପଶ୍ଚିମବଙ୍ଗରେ ଓଡିଆ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଉଦବେଗ । ଏହା ଅତ୍ୟନ୍ତ ନିନ୍ଦନୀୟ ଓ ପୀଡା ଦାୟକ, ମୁଁ ଗଭୀର ଭାବରେ ମର୍ମାହତ...

ବିଜେଡିକୁ ଶକ୍ତ ଝଟକା ; ପଦ୍ମ ଧରିଲେ ଜୟ ଢୋଲକିଆ

ବିଜେଡିକୁ ଶକ୍ତ ଝଟକା ; ପଦ୍ମ ଧରିଲେ ଜୟ ଢୋଲକିଆ

ଭୁବନେଶ୍ୱର : ବିଜେପିରେ ମିଶିଲେ ଜୟ ଢୋଲକିଆ । ସ୍ୱର୍ଗତ ବିଜେଡି ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ । ନୂଆପଡା ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ହେବା...

ADVERTISEMENT
ପଶ୍ଚିମବଙ୍ଗରେ ଓଡିଶା ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା ; ସହଯୋଗ ମିଳୁନି କହିଲେ ପୀଡିତାଙ୍କ ବାପା

ପଶ୍ଚିମବଙ୍ଗରେ ଓଡିଶା ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା ; ସହଯୋଗ ମିଳୁନି କହିଲେ ପୀଡିତାଙ୍କ ବାପା

ଜଳେଶ୍ୱର : ପଶ୍ଚିମବଙ୍ଗରେ ଓଡିଶା ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା । ମେଡିକାଲ କର୍ତ୍ତୁପକ୍ଷଙ୍କ ସହଯୋଗ ମିଳୁନି କହିଲେ ପୀଡିତାଙ୍କ ବାପା । ମୋତେ ଘଟଣାକୁ ନେଇ କେହି...

Login