The Ultimate Managed Hosting Platform
ADVERTISEMENT

ଜାନୁଆରୀ ୨୬ରୁ କଂଗ୍ରେସ ଆରମ୍ଭ କରିବ ସମ୍ବିଧାନ ବଞ୍ଚାଅ ପଦଯାତ୍ରା

Facebook
Twitter
LinkedIn

ନୂଆଦିଲ୍ଲୀ : ଜାନୁଆରୀ ୨୬ରୁ କଂଗ୍ରେସ ଆରମ୍ଭ କରିବ ସମ୍ବିଧାନ ବଞ୍ଚାଅ ପଦଯାତ୍ରା । ବ ର୍ଷେ ପର୍ଯ୍ୟନ୍ତ ଚାଲିବ କାର୍ଯ୍ୟକ୍ରମ । ସିଡବ୍ଲ୍ୟୁସିର ବୈଠକ ପରେ କଂଗ୍ରେସ ନେତା ଜୟରାମ ରମେଶ ଏ ନେଇ ସୂଚନା ଦେଇଛନ୍ତି । ସେ କହିଛନ୍ତି, ଭାରତ ଯୋଡ଼ ଯାତ୍ରା ଦଳ ପାଇଁ ସଞ୍ଜିବନୀ ପାଲଟିଥିଲା। ଲୋକଙ୍କ ପାଖରେ ପହଞ୍ଚି ସେମାନଙ୍କ ସମସ୍ୟା ସମ୍ପର୍କରେ ଅବଗତ ହୋଇଥିଲା ଦଳ। ଯାହା କଂଗ୍ରେସ ରାଜନୀତିରେ ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ଥିଲା। ପରେ ଭାରତ ଯୋଡ ନ୍ୟାୟ ଯାତ୍ରା ମଧ୍ୟ ଦଳ ପାଇଁ ଲାଭଦାୟକ ସାବ୍ୟସ୍ତ ହୋଇଥିଲା। ଏବେ ଜାନୁଆରୀ ୨୬ରୁ ସମ୍ବିଧାନ ବଞ୍ଚାଅ ପଦ ଯାତ୍ରା କରିବ ଦଳ। ଗାଁରୁ ବାହାରିବ କଂଗ୍ରେସର ରାଲି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login