The Ultimate Managed Hosting Platform
ADVERTISEMENT

ଜାନୁଆରୀ ୨୨ରେ ପୂରା ଦିଲ୍ଲୀରେ ହେବ ରାମଲଲାଙ୍କ ଶୋଭାଯାତ୍ରା

Facebook
Twitter
LinkedIn

ନୂଆଦିଲ୍ଲୀ : ଜାନୁଆରୀ ୨୨ରେ ଅଯୋଧ୍ୟାରେ ପ୍ରଭୁ ରାମଙ୍କ ପ୍ରାଣପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହେବ। ଏହାକୁ ନେଇ ସାରା ଦେଶ ଉତ୍ସବ ମୁଖର । ସେପଟେ ଦିଲ୍ଲୀରେ ଆମ୍ ଆଦମୀ ପାର୍ଟି ସମାନ ଦିନରେ ରାମଲଲାଙ୍କ ଶୋଭଯାତ୍ରା କରିବ ବୋଲି ଘୋଷଣା କରିଛି । ଆପ୍ ନେତାଙ୍କ କହିବା ମୁତାବକ ପୂରା ଦିଲ୍ଲୀରେ ଏହି ଶୋଭାଯାତ୍ରା ହେବ । ଏହାସହ ଦଳ ତରଫରୁ ସାରା ଦିଲ୍ଲୀରେ ଭୋଜିଭାତର ଆୟୋଜନ କରିବ । ଏଥିରେ ଦଳର ବଡ ନେତାମାନେ ସାମିଲ ହେବେ । ସୋମବାର ଦିନ ଅଯୋଧ୍ୟାରେ ପ୍ରଭୁ ରାମଙ୍କ ପ୍ରାଣପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହେବାକୁ ଯାଉଛି । ଏହାକୁ ନେଇ ସାରା ଦେଶ ଉତ୍ସବ ମୁଖର ରହିଛି । ସେପଟେ ଦିଲ୍ଲୀରେ ଆମ୍ ଆଦମୀ ପାର୍ଟି ସମାନ ଦିନରେ ରାମଲଲାଙ୍କ ଶୋଭଯାତ୍ରା କରିବ ବୋଲି ଘୋଷଣା କରିଛି । ଆପ୍ ନେତାଙ୍କ କହିବା ମୁତାବକ ପୂରା ଦିଲ୍ଲୀରେ ଏହି ଶୋଭାଯାତ୍ରା ହେବ । ଏହାସହ ଦଳ ତରଫରୁ ସାରା ଦିଲ୍ଲୀରେ ଭୋଜିଭାତର ଆୟୋଜନ କରିବ । ଏଥିରେ ଦଳର ବଡ ନେତାମାନେ ସାମିଲ ହେବେ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login