The Ultimate Managed Hosting Platform
ADVERTISEMENT

ଜାନୁଆରୀ ୧୭ରେ ଓଏସଏସଟିଇଟି ପରୀକ୍ଷା

Facebook
Twitter
LinkedIn

ଭୁବନେଶ୍ୱର : ଓଡ଼ିଶା ମାଧ୍ୟମିକ ଶିକ୍ଷା ବୋର୍ଡ ପକ୍ଷରୁ ମାଧ୍ୟମିକ ବିଦ୍ୟାଳୟ ଶିକ୍ଷକ ଯୋଗ୍ୟତା ପରୀକ୍ଷା (ଓଏସଏସଟିଇଟି) ୨୦୨୪ ପାଇଁ ପରୀକ୍ଷା ତାରିଖ ଘୋଷଣା କରାଯାଇଛି। ଏହି ପରୀକ୍ଷା ୧୭ ଜାନୁୟାରୀ ୨୦୨୫ରେ ଦୁଇଟି ସିଟିଂରେ ଅନୁଷ୍ଠିତ ହେବ।ସରକାରୀ ବିଜ୍ଞପ୍ତି ଅନୁଯାୟୀ ଓଏସଏସଟିଇଟିର ଉଭୟ ପେପର-୧ ଏବଂ ପେପର-୨ ପରୀକ୍ଷା ଗୋଟିଏ ଦିନରେ କରାଯିବ। ଓଏସଏସଟିଇଟି ପରୀକ୍ଷାର ପେପର-୧ ଜାନୁଆରୀ ୧୭ରେ ପୂର୍ବାହ୍ନ ୧୦ଟା ରୁ ମଧ୍ୟାହ୍ନ ସାଢ଼େ ୧୨ ଟା ପର୍ୟ୍ୟନ୍ତ ହେବ। ସେହିପରି ପେପର-୨ ଅପରାହ୍ନ ୨ଟାରୁ ରୁ ଅପରାହ୍ନ ସାଢ଼େ ୪ଟା ପର୍ୟ୍ୟନ୍ତ ଅନୁଷ୍ଠିତ ହେବ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login