The Ultimate Managed Hosting Platform
ADVERTISEMENT

ଜଳୁଛି ଭୁବନେଶ୍ୱର, ୪୦ ଡିଗ୍ରୀ ପାର୍ କଲା ପାରଦ, ସବୁଠୁ ଉତ୍ତପ୍ତ ଝାରସୁଗୁଡ଼ା

Facebook
Twitter
LinkedIn

ଭୁବନେଶ୍ୱର : ଜଳୁଛି ଭୁବନେଶ୍ୱର । ୪୦ ଡିଗ୍ରୀ ପାର୍ କଲା ପାରଦ । ଦିନ ୨ଟା ୩୦ ସୁଦ୍ଧା ୪୨ଂ ତାତିରେ ଜଳୁଛି ଭୁବନେଶ୍ୱର । ଗତକାଲି ଅପେକ୍ଷା ଆଜି ଆହୁରି ବଢିଛି ତାପମାତ୍ରା । ଗତକାଲି ରାଜଧାନୀ ତାପମାତ୍ରା ଥିଲା ୩୯.୮ ଡିଗ୍ରୀ। ୪୨.୨ ଡିଗ୍ରୀ ସହ ଝାରସୁଗୁଡ଼ା ସବୁଠୁ ଉତ୍ତପ୍ତ ସହର ପାଲଟିଛି। ସମ୍ବଲପୁରରେ ୪୧.୪, ହୀରାକୁଦରେ ୪୦.୬, ଚାନ୍ଦବାଲିରେ ତାପମାତ୍ରା ୪୦ଡିଗ୍ରୀ ରେକର୍ଡ କରାଯାଇଛି। ଲଗାତାର ୭ଦିନ ଧରି ଭୁବନେଶ୍ୱରର ସର୍ବୋଚ୍ଚ ତାପମାତ୍ରା ୩୮ଡିଗ୍ରୀ ବା ତାଠାରୁ ଅଧିକ ରହିପାରେ ବୋଲି ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଭୁବନେଶ୍ୱର। ଦିନବେଳା ପ୍ରବଳ ତାତି ଅନୁଭୂତ ହେବା ସହିତ ସନ୍ଧ୍ୟା ସମୟରେ କାଳ ବୈଖାଶୀର ସମ୍ଭାବନା ରହିିଥିବା ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ଆଜି ବିଶ୍ୱ ଏଡସ ଦିବସ, ଅକ୍ଟୋବର ସୁଦ୍ଧା ୨୪୬୨ HIV ପଜିଟିଭ

ଆଜି ବିଶ୍ୱ ଏଡସ ଦିବସ, ଅକ୍ଟୋବର ସୁଦ୍ଧା ୨୪୬୨ HIV ପଜିଟିଭ

ଭୁବନେଶ୍ୱର : ବିଶ୍ୱ ଏଡସ ଦିବସରେ କ୍ୟାପିଟାଲ ହସ୍ପିଟାଲ ପରିସରରେ ସଚେତନତା ରାଲି ।ପତାକା ଦେଖାଇ ଉଦଘାଟନ କଲେ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ । ରାଜ୍ୟରେ...

Login