The Ultimate Managed Hosting Platform
ADVERTISEMENT

ଜଳିଗଲା ୪ ଦୋକାନ

Facebook
Twitter
LinkedIn

ବ୍ରହ୍ମପୁର : ଗ୍ୟାସ ଟାଙ୍କି ନିଆଁରେ ଜଳିଗଲା ୪ଟି ଦୋକାନ । ସଦର ଥାନା ଲାଠି ଛକରେ ଗ୍ୟାସ ଟାଙ୍କି ଫାଟି ଭୟାବହ ଅଗ୍ନିକାଣ୍ଡ । ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ, ନିଆଁକୁ ଆୟତ୍ତ କଲା ଅଗ୍ନିଶମ ବାହିନୀ । ପ୍ରଥମେ ଏକ ଜଳଖିଆ ଦୋକାନରେ ଗ୍ୟାସ ଲିକ୍ ହୋଇ ଅଗ୍ନିକାଣ୍ଡ ହୋଇଥିଲା । ପରେ ଏହି ନିଆଁ ନିକଟରେ ଥିବା ତିନୋଟି ଦୋକାନକୁ ମଧ୍ୟ ବ୍ୟାପିଥିଲା । ତେବେ ଅଗ୍ନିକାଣ୍ଡରେ ଜଳଖିଆ ଦୋକାନ ସମେତ ଅନ୍ୟ ତିନୋଟି ଦୋକାନ ସମ୍ପୂର୍ଣ୍ଣ ଭାବେ ପୋଡ଼ି ଯାଇଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ମେ’ ୧୦ ରେ ଝାରସୁଗୁଡା ଉପନିର୍ବାଚନ

ନୂଆପଡା ଉପନିର୍ବାଚନ ବିଜ୍ଞପ୍ତି ; ଉପନିର୍ବାଚନରେ ବ୍ୟବହାର ହେବ ହେଲିକପ୍ଟର

ନୂଆପଡା : ନୂଆପଡା ଉପନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି । ଆଜିଠୁ ନାମାଙ୍କର , ୨୦ ତାରିଖ ନାମାଙ୍କନ ଦାଖଲର ଶେଷ ଦିନ । ୨୨...

ADVERTISEMENT

Login