The Ultimate Managed Hosting Platform
ADVERTISEMENT

ଜଳିଗଲା ପାଉଁଶ ବୋଝେଇ ଟ୍ରକ

Facebook
Twitter
LinkedIn

ସୁନ୍ଦରଗଡ : ଜଳିଗଲା ପାଉଁଶ ବୋଝେଇ ଟ୍ରକ । ଦର୍ଲିପାଲି ଏନଟିପିସିରୁ ପାଉଁଶ ବୋଝେଇ କରି ଆସୁଥିବା ବେଳେ ଟ୍ରକରେ ହଠାତ ନିଆଁ ଲାଗିଯାଇଥିଲା । ତେବେ ଗାଡି ଚାଳକ ଉପସ୍ଥିତ ବୁଦ୍ଧି ଖଟାଇ ଗାଡିରୁ ଡେଇଁ ପଡି ତା ଜୀବନକୁ ସୁରକ୍ଷିତ ରଖିପାରିଛି । ଅପରପକ୍ଷେ ଦମକଳ ବାହିନୀ ଘଟଣାସ୍ଥଳରେ ପହଁଚି ନିଆଁକୁ ଆୟତ୍ତ କରିଥିଲେ ମଧ୍ୟ ଗାଡି ସମ୍ପୁର୍ଣ୍ଣ ଜଳି ଯାଇଛି । ଘଟଣା ଘଟିଛି ସୁନ୍ଦରଗଡ ସଦର ଥାନା ବନ୍ଧପାଲି ସାର୍ଥକ ସ୍କୁଲ ସମ୍ମୁଖରେ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login