The Ultimate Managed Hosting Platform
ADVERTISEMENT

ଜଳିଗଲା ଧାନ ଗଦା, ୧୦ ଏକର ଚାଷ ଜମିର ଧାନ ପୋଡି ପାଉଁଶ

Facebook
Twitter
LinkedIn

ବରଗଡ : ଜଳିଗଲା ୧୦ ଏକର ଚାଷ ଜମିର ଧାନ ଗଦା । ସୋହେଲା ବ୍ଲକ ବୀରଜାମ ଗାଁରେ ଜଳିଗଲା ଧାନଗଦା । ନିଆଁକୁ ଆୟତ୍ତ କଲା ଅଗ୍ନିଶମ ବାହିନୀ । କେହି ନିଆଁ ଲଗାଇ ଦେଇଥିବା ସନେ୍ଦହ କରାଯାଉଛି । ଗତକାଲି ରାତିରେ କେହି ଦୁର୍ବୃତ୍ତ ନିର ମେହେରଙ୍କ ଚାଷ ଜମିରେ ନିଆଁ ଲଗାଇଦେଇଥିବା ଅଭିଯୋଗ ହୋଇଛି । ହୁତୁ ହୁତୁ ହୋଇ ଜଳିଯାଇଥିଲା ଧାନ ଫସଲ । ଖବରପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଥିଲା । ପ୍ରାୟ ୨ ଘଣ୍ଟା ପରେ ଆୟତ ହୋଇଥିଲା ନିଆଁ । ସେତେବେଳକୁ ସବୁ ଜଳିପୋଡି ଛାରଖାର ହୋଇଯାଇଥିଲା ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ

ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ

କୋଲକତା : ପଶ୍ଚିମବଙ୍ଗରେ ଓଡିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା । ମମତା ବାନାର୍ଜୀଙ୍କୁ ଦିଲ୍ଲୀ ବିଜେପି ସାଂସଦ ବାଂଶୁରୀ ସ୍ୱରାଜଙ୍କ ଟାର୍ଗେଟ । ଝିଅମାନେ ରାତିରେ...

Login