ପୁରୀ : ମାଳତିପାଟପୁର ବସ ଷ୍ଟାଣ୍ଡ ନିକଟରେ ଜଳିଗଲା ଟୁରିଷ୍ଟ ବସ । ରାସ୍ତାରେ ଛିଡା ହୋଇଥିବା ବେଳେ ଜଳିଗଲା ବସ । ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ସୂଚନା । କେଉଁ କାରଣରୁ ବସ୍ରେ ନିଆଁ ଲାଗିଲା ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳି ନାହିଁ । ଖବର ପାଇ ପୋଲିସ ଓ ଦମକଳ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରୁଛନ୍ତି । ନିଆଁ ଲାଗିବା ପରେ ସମଗ୍ର ଅଞ୍ଚଳ ଧୂଆଁମୟ ହୋଇଯାଇଥିଲା ।
Views: 29