The Ultimate Managed Hosting Platform
ADVERTISEMENT

ଜଳିଗଲା ଘର, ୩ ଆହତ

Facebook
Twitter
LinkedIn

ସୁନ୍ଦରଗଡ : ସର୍ଟସର୍କିଟରୁ ଅଗ୍ନିକାଣ୍ଡ ଘଟି ଜଳିଗଲା ୩ ବଖରା ଘର । ଅଗ୍ନିକାଣ୍ଡରେ ୩ ଜଣ ଆହତ ହୋଇଛନ୍ତି । ନିଆଁ ଲାଗି ଫାଟିଗଲା ୨ଟି ରୋଷେଇ ସିଲିଣ୍ଡର । ସନ୍ଦରଗଡ କିଞ୍ଜିରିକେଲାରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଅଗ୍ନିଶମ ଟିମ୍ ଦ୍ୱାରା ନିଆଁ ଆୟତ୍ତ । ତେବେ ନିଆଁରେ ସବୁକିଛି ଜଳି ପୋଡି ଯାଇଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login