The Ultimate Managed Hosting Platform
ADVERTISEMENT

ଜଳିଗଲା କାର , ଅଳ୍ପକେ ବର୍ତ୍ତିଲେ ୩

Facebook
Twitter
LinkedIn

ଲମତାପୁଟ : କାର ହିଟର ଲଗାଇ ଶୋଇଥିବା ବେଳେ ଘଟିଲା ଅଗ୍ନିକାଣ୍ଡ । ହୁତୁହୁତୁ ହୋଇ ଜଳିଗଲା ସମ୍ପୁର୍ଣ୍ଣ କାର । ଅଳ୍ପକେ ବର୍ତ୍ତିଲେ ୩ ଜଣ । ଘରୋଇ ମେଡିକାଲ ପରିସରରେ ଅଭାବନୀୟ ଘଟଣା । ରାତିରେ ଥଣ୍ଡା ବଢିବାରୁ ସେ ନିଜର ୩ଜଣ ସମ୍ପର୍କୀୟଙ୍କ ସହ କାର ଭିତରେ ହିଟର ଲଗାଇ ଶୋଇଥିଲେ । ହଠାତ୍ ସର୍ଟସର୍କିଟ ହୋଇ ହୁତୁ ହୁତୁ ହୋଇ ଜଳିଗଲା କାର । ଭାଗ୍ୟବଶତଃ କାରରୁ ବାହାରି ଆସିଥିଲେ ସମସ୍ତେ । ଲମତାପୁଟ ଅଗ୍ନିଶମ ବିଭାଗ ପହଂଚି ନିଆଁକୁ ଆୟତ୍ତ କରିଛି ।ଘଟଣାସ୍ଥଳରେ ଲମତାପୁଟ ପୋଲିସ ପହଞ୍ଚି ତଦନ୍ତ କରୁଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login