The Ultimate Managed Hosting Platform
ADVERTISEMENT

ଜର୍ସିରେ ଭାରତ ଲେଖାଯାଉ-ସେହୱାଗ

Facebook
Twitter
LinkedIn

ନୂଆଦିଲ୍ଲୀ : ବିସିସିଆଇକୁ ପୂର୍ବତନ କ୍ରିକେଟର ବୀରେନ୍ଦ୍ର ସେହୱାଗଙ୍କ ଅପିଲ । ଖେଳାଳିଙ୍କ ଜର୍ସିରେ ଇଣ୍ଡିଆ ପରିବର୍ତ୍ତେ ଭାରତ ଲେଖିବାକୁ ଅପିଲ । ଇଣ୍ଡିଆ ନାଁ ଇଂରେଜ ମାନେ ଦେଇଛନ୍ତି ଏବେ ଭାରତ ରଖାଯାଉ । ଭାରତ ନାଁ ରଖାଗଲେ ଗର୍ବ ଅନୁଭବ ହେବ । ଆମେ ଭାରତୀୟ ଆମକୁ ଭାରତ ନାଁ ଦରକାର । ସେହ୍ଵାଗ ଟ୍ଵିଟ୍ କରି ଲେଖିଛନ୍ତି, ‘ଆମେ ଭାରତୀୟ,ଇଣ୍ଡିଆ ନାମ ଇଂରେଜ ମାନେ ଦେଇଥିଲେ । ତେଣୁ ଟିମ୍ ଇଣ୍ଡିଆର ନାମ ବଦଳି ଭାରତ ହେବା ଜରୁରୀ । ଆଉ ବିଶ୍ୱକପ ମ୍ୟାଚରେ ଟିମ୍ ଇଣ୍ଡିଆର ଖେଳାଳିଙ୍କ ଛାତିରେ ଭାରତ ଲେଖାହୋଇଥିବା ଜର୍ସି ଦେଖିବାକୁ ମିଳୁ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ମମତାଙ୍କୁ ପ୍ରଭାତୀଙ୍କ ଟାର୍ଗେଟ

ମମତାଙ୍କୁ ପ୍ରଭାତୀଙ୍କ ଟାର୍ଗେଟ

ଭୁବନେଶ୍ୱର : ମମତା ବାନାର୍ଜୀଙ୍କୁ କଡା କାଉଣ୍ଟପ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ଝିଅମାନେ ରାତିରେ ବାହାରକୁ ଯିବା ଉଚିତ ନୁହେଁ ମମତାଙ୍କ ମନ୍ତବ୍ୟକୁ ସମାଲୋଚନା...

Login