ଭଦ୍ରକ: ଜମିଜମା ବିବାଦରୁ ଦୁଇ ପରିବାର ମଧ୍ୟରେ ହଣାହଣି । ଗଣ୍ଡଗୋଳରେ ଉଭୟ ପରିବାରର ୬ଗୁରୁତର , ମେଡିକାଲରେ ଭର୍ତ୍ତି । ଟାଉନ ଥାନା ବରାଳପୋଖରୀ ଗାଁରେ ଜମିଜମା ବିବାଦରୁ ଗଣ୍ଡଗୋଳ । ବିଳମ୍ବିତ ରାତିରେ ଗଣ୍ଡଗୋଳ, ଗାଁରେ ପୋଲିସ ମୁତୟନ । ୪ ବର୍ଷ ହେବ ଜମି ଭାଗ ବଣ୍ଟାକୁ ନେଇ ଦଳେଇ ଓ ସେନାପତି ପରିବାର ମଧ୍ୟରେ ଚାଲିଥିଲା ବିବାଦ । ଗତକାଲି ବିଳମ୍ବିତ ରାତିରେ ଏହି ଘଟଣାକୁ ନେଇ ପରିବାର ମଧ୍ୟରେ ପାଟିତୁଣ୍ଡ ହେବା ସହ ମାରାଣାସ୍ତ୍ରରେ ଆକ୍ରମଣ କରିଥିଲେ ।
Views: 105











