ସୋର : ଜମିଜମା ବିବାଦରୁ ହଣାକଟା । ୨ ପରିବାରର ୧୨ ଆହତ । ମୋହନପୁର ଗାଁରେ ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ । ଖଣ୍ଡା, ଭଉଜାଲି ଆକ୍ରମଣରେ ୧୨ ଆହତ ମେଡିକାଲରେ ଭର୍ତ୍ତି । ସମସ୍ତ ଆହତଙ୍କୁ ସୋର ଡାକ୍ତରଖାନରେ ଭର୍ତ୍ତି କରାଯାଇଛି କ୍ଷ ଘଟଣାରେ ପୋଲିସ ତିନି ଜଣଙ୍କୁ ଅଟକ କରି ତଦନ୍ତ କରୁଛି ।
Views: 88