ଭୁବନେଶ୍ୱର : ବିଜେଡିର ଜନସମ୍ପର୍କ ପଦଯାତ୍ରାକୁ ଜନ ପ୍ରତାରଣା ଯାତ୍ରା କହିଲା ବିଜେପି । ୫ ଶହ କୋଟି ଖର୍ଚ୍ଚ କରି ଜନଶୁଣାଣି କଲେ , ପୁଣି କାହିଁକି ପଦଯାତ୍ରା । ପିଏମଜିରେ ହଜାର ହଜାର ଲୋକ ଆନେ୍ଦାଳନରେ ବସିଛନ୍ତି । ଆନେ୍ଦାଳନରେ ବସିଥିବା ଲୋକଙ୍କ ପାଖକୁ ଯାଇ ଜନସମ୍ପର୍କ କରୁ ନାହାନ୍ତି । ବିରୋଧୀ ଜନ ବିରୋଧୀ ନୁହଁନ୍ତି , ବିଜେଡିର ବହୁ ନେତା ଜନ ବିରୋଧୀ । ସିଏମଓ ଏବେ ହିଟଲର ସାଜିଛି କହିଲେ ମୁଖପାତ୍ର ଅନିଲ ବିଶ୍ୱାଳ ।
Views: 93











