ଟିଟିଲାଗଡ : ଜନ୍ମମାଟି ଟିଟିଲାଗଡ ଡେଙ୍ଗ ଗାଁରେ ହ୍ୟୁମାନଙ୍କ ପାର୍ଥିବ ଶରୀର । ଅଞ୍ଚଳର ଗୈାରବ କହି ବିରାଟ ଶୋଭାଯାତ୍ରାରେ ନିଆଯାଉଛି ମରଶରୀର । ଡେଙ୍ଗ ଗାଁରେ ଶୋକାକୁଳ ପରିବେଶ, ମ୍ରିୟମାଣ ଗ୍ରାମବାସୀ ।
ଗତ ୧୪ ତାରିଖରେ ତାଙ୍କୁ ଜଟିଳ ଅବସ୍ଥାରେ ଏମ୍ସ ଭୁବନେଶ୍ବରକୁ ସ୍ଥାନାନ୍ତର କରାଯାଇଥିଲା। ସେ ଶ୍ବାସକ୍ରିୟାଜନିତ ବାଧା, ନିମୋନିଆ, ହେପାଟୋପାଥି, ଥ୍ରୋମ୍ବୋସାଇଟୋପେନିଆ ଓ କୋଆଗୁଲୋପାଥିରେ ପୀଡ଼ିତ ଥିଲେ। ହ୍ୟୁମାନଙ୍କର ଯକୃତ ଓ ବୃକକ୍ ଅକାମୀ ହେବା ସହିତ ବହୁ ଅଙ୍ଗ ପ୍ରଭାବିତ ହୋଇଥିଲା। ତାଙ୍କୁ ଆଇସିୟୁ ଭେଣ୍ଟିଲେଟର୍ରେ ଭର୍ତ୍ତି କରାଯାଇଥିବା ବେଳେ ଏକ୍ମୋ ବିଶେଷଜ୍ଞ ଡାକ୍ତର ଶ୍ରୀକାନ୍ତ ବେହେରାଙ୍କ ତତ୍ତ୍ବାବଧାନରେ ଏକ ସ୍ବତନ୍ତ୍ର ଡାକ୍ତରୀ ଟିମ୍ ତାଙ୍କର ଚିକିତ୍ସା କରୁଥିଲେ। ଆଣ୍ଟିବାୟୋଟିକ୍ସ ସହିତ ଜୀବନରକ୍ଷାକାରୀ ଔଷଧ ଏବଂ ଅତ୍ୟାଧୁନିକ ଚିକିତ୍ସା ଉପକରଣ ସହାୟତାରେ ତାଙ୍କର ଚିକିତ୍ସା ଚାଲିଥିଲା। ଗତକାଲି ତାଙ୍କର ଇନ୍ଦ୍ରିୟ କାମ କରୁଥିବା ନେଇ ଆଶ୍ବସ୍ତିକର ଖବର ଆସିଥିଲେ ମଧ୍ୟ ସ୍ବାସ୍ଥ୍ୟାବସ୍ଥାରେ କୌଣସି ପରିବର୍ତ୍ତନ ହୋଇନଥିଲା। ଆଜି ସନ୍ଧ୍ୟାରେ ହଠାତ୍ ତାଙ୍କ ଅମ୍ଳଜାନ ସ୍ତର ଅସ୍ବାଭାବିକ ଭାବେ କମିବାକୁ ଲାଗିଥିଲା। ବହୁ ଚେଷ୍ଟା ସତ୍ତ୍ବେ ଡାକ୍ତରମାନେ ତାଙ୍କୁ ବଞ୍ଚାଇ ପାରିନଥିଲେ। ରାତିରେ ହ୍ୟୁମାନଙ୍କ ମାଆ ପ୍ରଥମେ ଗଣମାଧ୍ୟମକୁ ହ୍ୟୁମାନଙ୍କ ମୃତ୍ୟୁ ସମ୍ପର୍କରେ ସୂଚନା ଦେଇଥିଲେ। ପରେ ଏମ୍ସ ପକ୍ଷରୁ ଏ ନେଇ ବିଧିବଦ୍ଧ ସୂଚନା ଦିଆଯାଇଥିଲା।
ଜନ୍ମମାଟିରେ ହ୍ୟୁମାନଙ୍କ ପାର୍ଥିବ ଶରୀର, ଡେଙ୍ଗ ଗାଁରେ ଶୋକାକୁଳ ପରିବେଶ
Facebook
Twitter
LinkedIn
Facebook
Twitter
LinkedIn
Recent News
Best Live Casino Games Evolution Games
From my experience, it can be hard as a beginner to know which live dealer games to play. Operators must...
Valor Bet App Biggest playing feel
It is crucial to identify trustworthy aviator betting websites to experience a safe and uninterrupted gaming environment. Numerous platforms in...
Divertimento_assicurato_e_chicken_road_in_questa_sfida_a_evitare_pericoli_sulla
Divertimento assicurato e chicken road in questa sfida a evitare pericoli sulla strada virtualeLa Meccanica di Base e le Strategie...







