The Ultimate Managed Hosting Platform
ADVERTISEMENT

ଜନ୍ମଦିନରେ ଅନଲାଇନରୁ ମଗାଇଥିଲେ କେକ, କେକ ଖାଇ ଚାଲିଗଲା ଜୀବନ

Facebook
Twitter
LinkedIn

ନୂଆଦିଲ୍ଲୀ : ଅନଲାଇନରେ ମଗାଇଥିବା ଜନ୍ମଦିନ କେକ ଖାଇ ନାବାଳିକା ମୃତ । ୧୦ ବର୍ଷୀୟ ନାବାଳିକା ମୃତ ଓ ସାନ ଭଉଣୀ ଗୁରୁତର । ପଞ୍ଜାବ ପଟିଆଲାରେ ଅଭାବନୀୟ ଘଟଣା । ଖାଦ୍ୟ ବିଷାକ୍ତୀକରଣରୁ ଏପରି ହୋଇଥିବା ଅନୁମାନ । ମୃତ୍ୟୁ ପୂର୍ବରୁ ବର୍ଥ ଡେ’ ସେଲିବ୍ରେସନର ବେଳର ଭିଡିଓ ଏବେ ସାମ୍ନାକୁ ଆସିଛି । ଯେଉଁଠି ମାନଭି ନାମକ ଏହି ନାବାଳିକା ଜଣକ ବେଶ ଖୁସିଥିବା ଦେଖିବାକୁ ମିଳିଛି । କିନ୍ତୁ କେକ୍ ଖାଇବାର ଅଳ୍ପ ସମୟ ମଧ୍ୟରେ ନାବାଳିକାର ଦେଖ ଖରାପ ହେବା ଆରମ୍ଭ ହୋଇଯାଇଥିଲା । ପରେ ମୁଣ୍ଡା ବିନ୍ଧିବା ସହ ନାବାଳିକାର ଶରୀର ସମ୍ପୂର୍ଣ୍ଣ ଥଣ୍ଡା ପଡିଯାଇଥିଲା । ସଙ୍ଗେ ସଙ୍ଗେ ପରିବାର ଲୋକେ ହସ୍ପିଟାଲ ନେଇ ଯାଇଥିଲେ ହେଲେ ଏହାରି ଭିତରେ ନାବାଳିକାର ମୃତ୍ୟୁ ହୋଇ ସାରିଥିଲା ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login