The Ultimate Managed Hosting Platform
ADVERTISEMENT

ଜନସେବା କେନ୍ଦ୍ରରେ ଛୁରାମାଡ

Facebook
Twitter
LinkedIn

ସୁନ୍ଦରଗଡ : ଜନ ସେବା କେନ୍ଦ୍ର ମାଲିକଙ୍କୁ ଛୁରାମାଡ କରି ଲୁଟ୍ । ଛୁରାମାଡରେ ଗୁରୁତର ମାଲିକ ସ୍ଥାନୀୟ ମେଡିକାଲରେ ଭର୍ତ୍ତି । କିଞ୍ଜିରିକେଲା ଥାନା ହୁର୍ମେଇ ବଜାରରେ ଥିବା କେନ୍ଦ୍ରରୁ ଲୁଟ୍ । ୩ ଜଣ ମୁଖାପିନ୍ଧା ଲୁଟେରା ବନ୍ଧୁକ ଦେଖାଇ ଲୁଟ୍ ଉଦ୍ୟମ କରିଥିଲେ । ପ୍ରତିରୋଧ କରିବାରୁ ମାଲିକଙ୍କୁ ଛୁରାମାଡ କରିଥିବା ଅଭିଯୋଗ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login