The Ultimate Managed Hosting Platform
ADVERTISEMENT

ଜଙ୍ଗଲରେ ଅସୁସ୍ଥ ହାତୀର ଚିକିତ୍ସା

Facebook
Twitter
LinkedIn

ଆଠଗଡ : ସୁକାସନ ଜଙ୍ଗଲରେ ଅସୁସ୍ଥ ହାତୀର ଚିକିତ୍ସା । ଟ୍ରାଙ୍କୁଲାଇଜ କରି ୪ ଜଣିଆ ଓୟୁଏଟି ଟିମ୍ ଦ୍ୱାରା ଚିକିତ୍ସା । ଚନ୍ଦକାରୁ ଆସିଥିବା ହାତୀଟିର ଗୋଡରେ ଆଘାତ ଲାଗିଥିଲା । ଓୟୁଏଟିର ପ୍ରଫେସର ଇନ୍ଦ୍ରମଣି ନାଥଙ୍କ ନେତୃତ୍ୱରେ ୪ ଜଣିଆ ଡାକ୍ତରୀ ଟିମ୍ ବର୍ତମାନ ହାତୀର ଚିକିତ୍ସା କରୁଛି । ହାତୀଟିର ପଛପଟ ଡାହାଣ ଗୋଡ଼ରେ ଆଘାତ ଲାଗିଛି । ହାତୀର ବୟସ ୨୫ରୁ ୩୦ ବର୍ଷ ହୋଇଥିବା ସୂଚନା ଦେଇଛନ୍ତି ଆଠଗଡ଼ ରେଞ୍ଜର ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ

ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ

କୋଲକତା : ପଶ୍ଚିମବଙ୍ଗରେ ଓଡିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା । ମମତା ବାନାର୍ଜୀଙ୍କୁ ଦିଲ୍ଲୀ ବିଜେପି ସାଂସଦ ବାଂଶୁରୀ ସ୍ୱରାଜଙ୍କ ଟାର୍ଗେଟ । ଝିଅମାନେ ରାତିରେ...

Login