The Ultimate Managed Hosting Platform
ADVERTISEMENT

ଜଗନ୍ନାଥ ସାନ, ସାରଥି ବଡ ! ଜଗନ୍ନାଥ ଓ ସାରଥି ଏକ ଏବଂ ଅଭିନ୍ନ କହିଲେ ଅନୁଗାମୀ

Facebook
Twitter
LinkedIn

ଭୁବନେଶ୍ୱର : ସାରଥିଙ୍କୁ ନେଇ ସୃଷ୍ଟି ହେଲା ନୂଆ ବିବାଦ । ପୁଣି ମାତିଲେ ସାରଥି ଓରଫ ସନ୍ତୋଷ ରାଉଳଙ୍କ ଅନୁଗାମୀ । ଭୁବନେଶ୍ୱର ଓ ଜୟପୁରରେ ସାରଥି ଅନୁଗାମୀଙ୍କ ପୂଜାର୍ଚ୍ଚନା । ଭୁବନେଶ୍ୱର କାର୍ଗିଲ ବସ୍ତିରେ ସତସଙ୍ଗ ଆୟୋଜନ କଲେ । ଜୟପୁର ନିକଟ ଫାମ୍ଫୁଣିରେ ବି ଭଜନ , କୀର୍ତ୍ତନ କଲେ ଅନୁଗାମୀ । ସାରଥିଙ୍କ ବିଶାଳ ଫଟୋ ପାଖରେ ଛୋଟ ଜଗନ୍ନାଥ ମୂର୍ତ୍ତି ରଖି ପୂଜାର୍ଚ୍ଚନା । ଫଟୋରେ ସାରଥିଙ୍କୁ ବଡ ଓ ଜଗନ୍ନାଥଙ୍କୁ ଛୋଟ ଦେଖାଇଲେ ଅନୁଗାମୀ । ଜଗନ୍ନାଥ ଓ ସାରଥି ଏକ ଏବଂ ଅଭିନ୍ନ କହିଲେ ଜୟପୁର ଅନୁଗାମୀ । ସାରଥି ଅନୁଗାମୀଙ୍କ ଏଭଳି ଉକ୍ତିକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ଲିଭ-ଇନରେ ରହୁଥିବା ପ୍ରେମୀ ଯୁଗଳଙ୍କ ପାଇଁ ରାୟ ଶୁଣାଇଲେ ସୁପ୍ରିମ କୋର୍ଟ

ୱକଫ ଆଇନ ସଂଶୋଧନ ପ୍ରସଙ୍ଗ : କେନ୍ଦ୍ରକୁ ସପ୍ତାହ ସମୟ ଦେଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ୱାକଫ ଆଇନ ମାମଲା ନେଇ ସୁପ୍ରିମକୋର୍ଟରେ ଶୁଣାଣି । ଜବାବ ଦାଖଲ ପାଇଁ କେନ୍ଦ୍ରକୁ ସପ୍ତାହ ପାଇଁ ସମୟ ଦେଲେ ସୁପ୍ରିମକୋର୍ଟ । ଜବାବ...

Login