ଜଗତସିଂହପୁର : ଜଗତସିଂହପୁର ଜିଲ୍ଲାରେ ଜିଲ୍ଲାପାଳ କାର୍ଯ୍ୟଳୟ ସମ୍ମୁଖରେ ପୁସ୍ତକ ମେଳା ରୌପ୍ୟ ଜୟନ୍ତୀ ସମାରୋହ ଅନୁଷ୍ଠିତ ହୋଇଯାଇଛି କ୍ଷ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳଙ୍କ ଅଧକ୍ଷତାରେ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ତଥା ଉଦ୍ଘାଟକ ପଦ୍ମଶ୍ରୀ ପଣ୍ଡିତ ଅନ୍ତର୍ୟ୍ୟାମୀ ମିଶ୍ର ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଜଗତସିଂହପୁର ମାନ୍ୟବର ବିଧାୟକ ତଥା ସରକାରୀ ଦଳର ମୁଖ୍ୟ ସଚେତକ ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ମୁଦୁଲି, ତାଙ୍କ ସହିତ ଜଗତସିଂହପୁର ର ସାଂସଦ ଡାକ୍ତର ରାଜଶ୍ରୀ ମଲ୍ଲିକ, ପୌରପରିଷଦର ଅଧକ୍ଷା ଅର୍ଚ୍ଚନା ସିଂ ପ୍ରମୁଖ ଉପସ୍ଥିତ ରହି ଏହାକୁ ଶୁଭ ଉଦ୍ଘାଟନ କରିଥିଲେ । ତେବେ ଜଗତସିଂହପୁର ସାଂସ୍କୃତିକ ପରିଷଦ,ବାଣୀକ୍ଷେତ୍ର ଆନୁକୂଲ୍ୟରେ ଆୟୋଜିତ ହେଉଥିବା ହେଇ ଥିବା ଏହି ପୁସ୍ତକ ମେଳା ପ୍ରଥମେ ପ୍ରତ୍ୟୁଷରୁ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା ଶାରଳାଙ୍କ ପୀଠରୁ ଜ୍ୟୋତି ଓ ଆଜ୍ଞାମାଳ ଆସିବା ପରେ ସନ୍ଧ୍ୟା ସମୟରେ ଏହି ପୁସ୍ତକ ମେଳା ଉଦଘାଟନ ହୋଇଥିଲା । ଅନ୍ୟପଟେ ଏହି ପୁସ୍ତକ ମେଳା ପାଇଁ ୭୧ଟି ପୁସ୍ତକ ଷ୍ଟଲ୍,୩୬ଟି ଅନ୍ୟାନ୍ୟ ବ୍ୟବସାୟିକ ଷ୍ଟଲ୍ ବ୍ୟବସ୍ଥା ହୋଇଥିବା ସ୍ଥଳେ ପ୍ରଥମ ଥର ପାଇଁ ଏକ ରିଡିଂ ଜୋନ୍ ମଧ୍ୟ ରଖାଯାଇଛି କ୍ଷ ଏହି ପୁସ୍ତକ ମେଳା ମଞ୍ଚରେ ପ୍ରତ୍ୟହ ସଂଧ୍ୟାରେ ସଭାର ଆୟୋଜନ କରାଯାଇଛି । ଏହି ସଭାରେ ଓଡ଼ିଶାର ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ବ୍ୟକ୍ତିତ୍ବ ମାନେ ଏହି ସଭାରେ ଯୋଗ ଦେବାର ବ୍ୟବସ୍ତା ରହିଥିବା ବେଳେ । ସାତ ଦିନ ଵ୍ୟାପୀ ଏହି କାର୍ୟ୍ୟକ୍ରମରେ ପ୍ରତ୍ୟେକ ଅପରାହ୍ନ ଓ ସଂଧ୍ୟାରେ ଜିଲ୍ଲାର ଓ ଜିଲ୍ଲା ଵାହାରର ସାଂସ୍କୃତିକ ଅନୁଷ୍ଠାନ ତଥା ବିଦ୍ୟାଳୟସ୍ତରୀୟ ସାଂସ୍କୃତିକ କାର୍ୟ୍ୟକ୍ରମ ମାନ ପରିବେଷଣ କରିବା ର ବ୍ୟବସ୍ଥା ରହିଛି । ତା ସହିତ ବିଭିନ୍ନ ସଂଧ୍ୟାରେ ଜିଲ୍ଲାର ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ହାସଲ କରିଥିବା ବ୍ୟକ୍ତି ବିଶେଷଙ୍କ ନାମରେ ଆସର ଉତ୍ସର୍ଗ କରାଯିବା ପାଇଁ ସ୍ଥିର କରାଯାଇଛି । ଏହି ଅବସରରେ ସାଂସ୍କୃତିକ ପରିଷଦର ଅଧକ୍ଷା ଜିଲ୍ଲାପାଳଙ୍କ ଓ ସମସ୍ତ ମାନ୍ୟଗଣ ଅତିଥି ମାନେ ପୁସ୍ତକର ମହାନତା ବିଷୟରେ ବିସ୍ତୃତ ଭାବରେ ଆଲୋଚନା କରିବା ସହିତ ପୁସ୍ତକ ମେଳାକୁ ଆସୁଥିବା ଜନ ସାଧାରଣ ଓ ଅଭିଭାବକ ମାନେ ନିଶ୍ଚିତ ପୁସ୍ତକ କ୍ରୟ କରି ଏହାର ମହାନତା ନିଜେ ବୁଝିବା ସହିତ ନିଜ ପିଲାମାନଙ୍କୁ ବୁଝାଇବା ପାଇଁ ପ୍ରେରଣା ପ୍ରଦାନ କରିଥିଲେ କ୍ଷ
ଜଗତସିଂହପୁରରେ ପୁସ୍ତକ ମେଳାର ରୌପ୍ୟ ଜୟନ୍ତୀ ସମାରୋହ
Facebook
Twitter
LinkedIn
Facebook
Twitter
LinkedIn
Recent News
Casino770 : analyse de son offre et de sa situation en France
Casino770 reste une marque de casino en ligne connue, avec une présence documentée depuis plusieurs années et un catalogue historique...
betriviera comparé selon le support crypto et les services bancaires en euros
Pour choisir une plateforme de casino, le moyen de dépôt compte presque autant que les jeux. Cette analyse de casino...
Betzino propose-t-il des loteries, des lootboxes ou des jeux à gains ?
Vous cherchez à savoir si Betzino propose autre chose que les machines à sous, la roulette et le casino en...
winshark casino: Wagering-Anforderungen verständlich erklärt
Wer den winshark casino Wagering Requirements näher betrachtet, sollte nicht nur auf die beworbene Bonusgröße achten. Entscheidend sind Umsatzfaktor, Höchsteinsatz,...







