ଛୁଆକୁ ଛାଡି ଛୁ ମାରିଲେ ବାପା, ମା

ସୋର : ଦମ୍ପତିଙ୍କ କଳିରେ ଅଲୋଡା ହେଲା ୮ ବର୍ଷର ପୁଅ । ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ କଳି ହେବାରୁ ରାସ୍ତାରେ ଛୁଆକୁ ଛାଡି ଛୁ । ସୋର ଥାନାତ୍ତଉତ୍ତେଶ୍ୱର ଛକରେ ଘଟିଛି ଆଶ୍ଚର୍ଯ୍ୟଜନକ ଘଟଣା । କଳିରୁ ପ୍ରଥମେ ଗାଡିରୁ ସ୍ତ୍ରୀ ଓ ପୁଅକୁ ଓହ୍ଲାଇ ପଳାଇଥିଲେ ସ୍ୱାମୀ । ସ୍ୱାମୀ ଯିବା ପରେ ଅନ୍ୟ ଜଣଙ୍କ ସହ ବାଇକରେ ପଳାଇଥିଲେ ସ୍ତ୍ରୀ । ରାତିରେ ପାଟ୍ରୋଲିଂ ବେଳେ ରାସ୍ତାରୁ ଛୁଆକୁ ଉଦ୍ଧାର କଲା … Continue reading ଛୁଆକୁ ଛାଡି ଛୁ ମାରିଲେ ବାପା, ମା