The Ultimate Managed Hosting Platform
ADVERTISEMENT

ଛିଡିଲା ତାଳଧ୍ୱଜ ରଥର ଦଉଡି , ଭୋଇ ସେବାୟତ ଆହତ

Facebook
Twitter
LinkedIn

ପୁରୀ : ତାଳଧ୍ୱଜ ରଥର ଦଉଡି ଛିଡି ଜଣେ ଭୋଇ ସେବାୟତ ଆହତ । ମାର୍କେଟ ଛକ ନିକଟରେ ତାଳଧ୍ୱଜ ଦଉଡି ଛିଡିବାରୁ ଅଘଟଣ । ରଥଟଣା ବେଳେ ଅଣନିଶ୍ୱାସୀ ହୋଇ ୮ରୁ ଉଦ୍ଧ୍ୱର୍ ଶ୍ରଦ୍ଧାଳୁ ଆହତ । ସମସ୍ତ ଆହତ ମାନଙ୍କୁ ପୁରୀ ମେଡିକାଲରେ ଭର୍ତ୍ତି । ସିଂହଦ୍ୱାର ସାମ୍ନାରେ ଲାଗିଲା ତାଳଧ୍ୱଜ ରଥ । ପଛକୁ ପଛ ଆସୁଛନ୍ତି ଦର୍ପଦଳନ ଓ ନନ୍ଦିଘୋଷ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login