The Ultimate Managed Hosting Platform
ADVERTISEMENT

ଛାତ୍ରୀଙ୍କୁ ୨ ଶିକ୍ଷକଙ୍କ ଦୁଷ୍କର୍ମ !

Facebook
Twitter
LinkedIn

ଉମରକାଟେ : ୫ମ ଶ୍ରେଣୀ ଛାତ୍ରୀକୁ ୨ ଶିକ୍ଷକଙ୍କ ଦୁଷ୍କର୍ମ ଅଭିଯୋଗ । କୁନେ୍ଦଇ ଥାନା ଅଞ୍ଚଳର ଏକ ଆଶ୍ରମ ସ୍କୁଲରେ ଛାତ୍ରୀକୁ ଗଣଦୁଷ୍କର୍ମ । ଡାକ୍ତରୀ ମାଇନା ପରେ ଗଣଦୁଷ୍କର୍ମ ହୋଇଥିବା ଡାକ୍ତରଙ୍କ ସୂଚନା । ୨ ଶିକ୍ଷକଙ୍କୁ କୁନେ୍ଦଇ ଥାନାରେ ଅଟକ ରଖି ପଚରାଉଚରା । ଗତକାଲି ସ୍କୁଲରେ ଗଣଦୁଷ୍କର୍ମ ହୋଇଥିବା ସମ୍ପର୍କୀୟଙ୍କ ଅଭିଯୋଗ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login