The Ultimate Managed Hosting Platform
ADVERTISEMENT

ଛାତ୍ରକୁ ସ୍କୁଲରେ ତାଲା ପକାଇ ପଳାଇଲେ !

Facebook
Twitter
LinkedIn

ବାରିପଦା : ଛାତ୍ରକୁ କ୍ଲାସ ରୁମରେ ତାଲା ପକାଇ ପଳାଇଲେ ଶିକ୍ଷକ । ବଇସିଂଗା ଥାନା କୁରାଢିକ ପ୍ରାଥମିକ ବିଦ୍ୟାଳୟରେ ଛାଡି ଛୁ । ଗତକାଲି ଖେଳ ଛୁଟି ପରେ ପିଲାଙ୍କ ମଧ୍ୟରେ ମାରପିଟ ହୋଇଥିଲା । ମାଡରେ ୩ୟ ଶ୍ରେଣୀ ଛାତ୍ରଟି ଅଚେତ ହୋଇ କ୍ଲାସରୁମରେ ପଡିଥିଲା । ସ୍କୁଲ ଛୁଟି ପରେ ସବୁ କ୍ଲାସରୁମ୍ ତାଲା ପକାଇ ପଳାଇଥିଲେ ଶିକ୍ଷକ । ସଂଧ୍ୟାରେ ଶୈାଚ ପାଇଁ ଯାଉଥିବା ମହିଳା ପିଲାଟିକୁ ଦେଖିଥିଲେ । ସଂପୃକ୍ତ ମହିଳାଙ୍କ ଦ୍ୱାରା ଉଦ୍ଧାର ପରେ ତେଲା କଲେ ଛାତ୍ରର ବାପା ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login