The Ultimate Managed Hosting Platform
ADVERTISEMENT

ଛାତରୁ ପଡି ଶିଶୁ ମୃତ

Facebook
Twitter
LinkedIn

ଭୁବନେଶ୍ୱର : ୬ ମହଲା ବାଲକୋନୀରୁ ପଡିଦେଢ ବର୍ଷର ଶିଶୁ ପୁତ୍ର ମୃତ । ସମ୍ବଲପୁର ଭୂଷଣ କାରଖାନ କ୍ୱାର୍ଟରରୁ ୬ ମହଲାରୁ ପଡି ମୃତ୍ୟୁ । ବାଲକୋନୀରେ ଖେଳୁଥିବା ବେଳେ ତଳେ ପଡି ଶିଶୁ ମୃତ । ଝାରସୁଗୁଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳରେ ମୃତ ଘୋଷଣା କଲେ ଡାକ୍ତର ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login