The Ultimate Managed Hosting Platform
ADVERTISEMENT

ଛତିଶଗଡ ତଥ୍ୟ ଦେଉନି : ମୁଖ୍ୟଯନ୍ତ୍ରୀ

Facebook
Twitter
LinkedIn

ସମ୍ବଲପୁର : ଛତିଶଗଡ ବିରୋଧରେ ହୀରାକୁଦ ଡ୍ୟାମ ମୁଖ୍ୟଯନ୍ତ୍ରୀଙ୍କ ସାଂଘାତିକ ଅଭିଯୋଗ । ୨୦୧୯ରୁ ପଡୋଶୀ ରାଜ୍ୟ ଛତିଶଗଡ ସହ ଯୋଗ କରୁ ନଥିବା କହିଲେ ।ଉପରମୁଣ୍ଡରେ ସ୍ଥିତି ସମ୍ପର୍କରେ କୈାଣସି ତଥ୍ୟ ଦେଉନାହିଁ ଛତିଶଗଡ । ବାରମ୍ବାର ଚିଠି ପରେ ବି ଜବାବ ରଖୁନି ପଡୋଶୀ ରାଜ୍ୟ । ଛତିଶଗଡରୁ କେତେ ପାଣି ନିଷ୍କାସିତ ଓ ଗଚ୍ଛିତ ହେଉଛି କହୁନି । ଏନସିଡିଏସ ବୈଠକକୁ ଛତିଶଗଡ ଆସୁନି କିମ୍ବା ବୈଠକ ଡାକୁନି । ଫଳରେ ଦୁଇ ରାଜ୍ୟ ମଧ୍ୟରେ ତଥ୍ୟ ଆଦାର ପ୍ରଦାନ ହୋଇପାରୁନି । ବନ୍ୟା ଜଳ ପରିଚାଳନା ପାଇଁ ସିଡବ୍ଲ୍ୟୁସି ଓ ନିଜସ୍ୱ ଉତ୍ସରୁ ତଥ୍ୟ ସଂଗ୍ରହ କରୁଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login