ଭୁବନେଶ୍ୱର : ଏଣିକି ଗୁଗଲ ମ୍ୟାପିଂ ଦ୍ୱାରା ଚିହ୍ନଟ ହେବେ ଅଭିଯୁକ୍ତ । ଅପରାଧ ନିୟନ୍ତ୍ରଣରେ ନୂଆ ଉପାୟ ଆଣିବ କମିଶନରେଟ ପୁଲିସ । ଗୁଗଲ ଆପ୍ଲିକେସନରେ କ୍ରାଇମ ମ୍ୟାପିଂ ଟେକନିକ ଆପଣେଇବ । ବିଭିନ୍ନ ଟେଲିକମ୍ ସଂସ୍ଥାର ସାହାଯ୍ୟ ନେବ ପୋଲିସ । ପ୍ରଥମ ପ ର୍ଯ୍ୟାୟରେ ସ୍ନାଚିଂ ଓ ଲୁଟ ଘଟଣାକୁ ଗୁରୁତ୍ୱ ଦିଆଯିବ । ପୋଲିସ କମିଶନର ସୈାମେନ୍ଦ୍ର ପ୍ରିୟଦର୍ଶୀଙ୍କ ସୂଚନା । ଗୁଗୁଲ ଆପ୍ଲିକେସନ ଜରିଆରେ କ୍ରାଇମ ମ୍ୟାପିଂ ଟେକନିକ ଆପଣାଇବ ପୋଲିସ । ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସର ମଧ୍ୟ ପୋଲିସ ଖୁବଶୀଘ୍ର ସହାୟତା ନେବ ।
Views: 76