The Ultimate Managed Hosting Platform
ADVERTISEMENT

ଚୋରି ସନ୍ଦେହରେ ଯୁବକଙ୍କୁ ପିଟି ପିଟି ହତ୍ୟା

Facebook
Twitter
LinkedIn

ଢେଙ୍କାନାଳ : ଢେଙ୍କାନାଳ ସଦର ଥାନା ଡେଙ୍ଗ ବୋରେଇ ଗ୍ରାମରେ ଚୋରିକୁ କେନ୍ଦ୍ର କରି ଯୁବକକୁ ଟେକିନେଇ ପିଟି ପିଟି ହତ୍ୟା ଅଭିଯୋଗ । ଲୁହା ରଡ଼ ଓ ପାଇପ ଆକ୍ରମଣ କାରୀଙ୍କ ମାଡ଼ରେ ଅନ୍ୟ ଜଣେ ଆହତ। ମୃତକ ହେଲେ ଗ୍ରାମର ଅକ୍ଷୟ ପଣ୍ଡା ଓ ଆହତ ହେଲେ ଲିଟୁନ ନାୟକ । ସୂଚନା ଅନୁଯାୟୀ ଗତ ଏକ ମାସ ତଳେ ଗ୍ରାମର ହେମନ୍ତ ରାଉତଙ୍କ ଫାର୍ମର ଚୋରି ହେଇଥିଲା । ଗତକାଲି ରାତିର ହେମନ୍ତ ରାଉତ ଏବଂ ତାଙ୍କର ସହଯୋଗୀ ଅକ୍ଷୟ ପଣ୍ଡା ଓ ଲିଟୁନକୁ ଟେକି ନେଇ ମାଡ ମାରିଥିଲେ । ପରେ ଉଭୟଙ୍କୁ ଗୁରୁତର କରି ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ଅକ୍ଷର ମୃତ୍ୟୁ ଜାଣିବା ପରେ ଅଭିଯୁକ୍ତ ମାନେ ଛାଡ଼ି ପଳାଇ ଥିଲେ । ଲିଟୁନ ଗୁରୁତର ହୋଇ କଟକ ବଡ଼ ଡାକ୍ତର ଖାନାକୁ ଚିକିତ୍ସାଧିନ ଅବସ୍ଥାରେ ଅଛନ୍ତି । ସଦର ପୋଲିସ ହେମନ୍ତ ସହ ଅନ୍ୟ ଜଣେ ସହଯୋଗୀକୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login