ଚେନ୍ନାଇ ଯିବ ସ୍ପେଶାଲ ଟ୍ରେନ

ଭୁବନେଶ୍ୱର : ଆଜି ଦିନ ୧ଟାରେ ଭଦ୍ରକରୁ ଚେନ୍ନାଇ ଗଡିବ ସ୍ପେଶାଲ ଟ୍ରେନ । କଟକ , ଭୁବନେଶ୍ୱର ସହ ସମସ୍ତ ମୁଖ୍ୟ ଷ୍ଟେସନରେ ରହିବ ଟ୍ରେନ । ଆବଶ୍ୟକ ହେଲେ ଟ୍ରେନରେ ପାର୍ସଲ ଭ୍ୟାନର ବ୍ୟବସ୍ଥା ରହିବ । ପାର୍ସଲ ଭ୍ୟାନରେ ମୃତଦେହ ନେବାର ସମସ୍ତ ବ୍ୟବସ୍ଥା ରହିବ । ଏନେଇ ରାଜ୍ୟ ସରକାରଙ୍କ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏଥିରେ କୁହାଯାଇଛି ଯେ ଆଜି ଦିନ ୧ଟାରେ ଭଦ୍ରକରୁ ଚେନ୍ନାଇ … Continue reading ଚେନ୍ନାଇ ଯିବ ସ୍ପେଶାଲ ଟ୍ରେନ