The Ultimate Managed Hosting Platform
ADVERTISEMENT

ଚୁକ୍ତି ଭିତ୍ତିକ କର୍ମଚାରୀ ନିୟମକୁ ବିରୋଦ୍ଧ କରି ,ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ।

Facebook
Twitter
LinkedIn

ସରକାର ଙ୍କର ଚୁକ୍ତି ଭିତ୍ତିକ କର୍ମଚାରୀ ନିୟମ
କୁ ବିରୋଧ କରି ବସ୍ତା ପ୍ରାଣୀ ଚିକିତ୍ସାଳୟ ସାମ୍ନାରେ କଳାବ୍ୟାଚ ପରିଧାନ କରି, ଶାନ୍ତି ପୁର୍ଣ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ବସ୍ତା ପ୍ରାଣୀ ଚିକିତ୍ସାଳୟ ର ଚୁକ୍ତି ଭିତ୍ତିକ କର୍ମଚାରୀ।


ଓଡ଼ିଶା ଚୁକ୍ତିଭିତ୍ତିକ ନିଯୁକ୍ତି ଉଚ୍ଛେଦ ଦାବିରେ , ଓଡ଼ିଶା ଚୁକ୍ତିଭିତ୍ତିକ ସରକାରୀ କର୍ମଚାରୀ ମହାସଂଘ୍ ର ଆହ୍ଵାନ କ୍ରମେ ସାରା ରାଜ୍ୟରେ ଚୁକ୍ତି ଭିତ୍ତିକ କର୍ମଚାରୀ ମାନେ କଳା ବ୍ୟାଚ୍ ପିନ୍ଧି ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନ କୁ ଓହ୍ଲାଇ ଛନ୍ତି। ବସ୍ତା ଗୋଷ୍ଠୀ ପ୍ରାଣୀଧନ ଚିକିତ୍ସାଳୟର ସଭାପତି ଚନ୍ଦନ ଲେଙ୍କା, ସମ୍ପାଦକ ଭଗିରଥ ବେହେରାଙ୍କ ନେତୃତ୍ବରେ ସଂଘର ସଦସ୍ୟ ଗୟ୍ୟା ରାମ ପ୍ରଧାନ, ଦେବାଶିଷ ବାଗ୍,ବିଦ୍ୟାଧର ପାତ୍ର,ପ୍ରଶାନ୍ତ।ମହାନ୍ତି,ଭାଗବତ ରଣା, ଶତ୍ରୁଘ୍ନ ସିଂ,ଦିବ୍ୟଶ୍ରୀ ମାରାଣ୍ଡି, ପୁଷ୍ପଲତା ସିଂ,ଚୈତନ୍ୟ ସୋରେନ ପ୍ରମୁଖ ଉପସ୍ଥିତ ରହି ରାଜ୍ୟର ସମସ୍ତ ବିଭାଗରୁ ଚୁକ୍ତି ଭିତ୍ତିକ ନିଯୁକ୍ତି ଉଚ୍ଛେଦ, ପୂର୍ବ ପରି ଅବସର କାଳୀନ ପେନସନ ଲାଗୁ, ସମାନ କାମକୁ ସମାନ ଦରମା ଏବଂ ୬ ବର୍ଷ ଠିକାରେ କରିଥିବା କାର୍ଯ୍ୟକାଳ କୁ ଚାକିରିରେ ଗଣନା କରି ସମସ୍ତ ସରକାରୀ ସୁବିଧା ସୁଯୋଗ ଯୋଗାଇ ଦେବାକୁ ଦାବି କରିଥିଲେ। ତେବେ ଯଦି ସରକାର ଦାବିପୂରଣ ନକରନ୍ତି ତେବେ ଆନ୍ଦୋଳନ ଆଗକୁ ଉଗ୍ରରୂପ ନେବ ବୋଲି ସଂଘ ପକ୍ଷରୁ କଡ଼ା ଚେତାବନୀ ଦିଆଯାଇଛି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ବଦଳିବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଡିଜାଇନ

ଶ୍ରୀମନ୍ଦିରରେ ହିଡେନ କ୍ୟାମେରା ଘଟଣା ; ଆହୁରି କଡା ଚେକିଂ ହେବ -ଆଇନମନ୍ତ୍ରୀ

ପୁରୀ : ଶ୍ରୀମନ୍ଦିରରେ ହିଡେନ କ୍ୟାମେରା ଘଟଣାକୁ ନେଇ ଆଇନମନ୍ତ୍ରୀଙ୍କ ପ୍ରତିକ୍ରିୟା । ଏହାକୁ ଗମ୍ଭୀରତାର ସହ ବିଚାର କରୁଛୁ କହିଲେ ଆଇନମନ୍ତ୍ରୀ । ଏହା ଜାଣିବା...

ସ୍ୱତନ୍ତ୍ର ଓଟିଇଟି ପରୀକ୍ଷା ସ୍ଥଗିତ, ପ୍ରଶ୍ନ ପତ୍ର ଲିକ କାରଣରୁ ସ୍ଥଗିତ

ଓଟିଇଟି ପ୍ରଶ୍ନପତ୍ର ଲିକ : ପ୍ରଧାନଶିକ୍ଷକ ନିଲମ୍ବିତ

ଭବାନୀପାଟଣା : ଓଟିଇଟି ପ୍ରଶ୍ନପତ୍ର ଲିକ୍ । ଗିରଫ ପ୍ରଧାନଶିକ୍ଷକ ନିଲମ୍ବିତ ହୋଇଛନ୍ତି । ପ୍ରଧାନଶିକ୍ଷକ ପ୍ରଶାନ୍ତ ଖମାରୀଙ୍କୁ ନିଲମ୍ବନ କଲା ଶିକ୍ଷା ବିଭାଗ । ସଦର...

Login