The Ultimate Managed Hosting Platform
ADVERTISEMENT

ଚୀନରେ ଦ୍ରୁତ ଗତିରେ ବ୍ୟାପୁଛି ନୂଆ ଭାଇରସ !

Facebook
Twitter
LinkedIn

ନୂଆଦିଲ୍ଲୀ : ଚୀନରେ ପୁଣି ଭାଇରସ ଆତଙ୍କ । ଡରାଇଲାଣି ନୂଆ ଭାଇରସ ଏଚଏମପିଭି । କରୋନା ମହାମାରୀର ୫ ବର୍ଷ ପରେ ଦେଶରେ ଦ୍ରୁତ ଗତିରେ ବ୍ୟାପୁଛି ‘ହ୍ୟୁମାନ ମେଟାନ୍ୟୁମୋଭାଇରସ୍’ । କୋଭିଡ୍ ଭଳି ସଂକ୍ରମିତ ହେଉଛନ୍ତି ଛୋଟ ପିଲା ଓ ବୟସ୍କ ବ୍ୟକ୍ତି । ଏହାର ଲକ୍ଷଣ ଠିକ୍ ଫ୍ଲୁ ଏବଂ କୋଭିଡ-୧୯ ପରି । ବର୍ତ୍ତମାନ ସୁଦ୍ଧା ଚୀନରେ ୭,୮୩୪ଟି ସଂକ୍ରମଣ ଓ ୧୭୦ ଜଣଙ୍କ ମୃତ୍ୟୁ ରେକର୍ଡ କରାଯାଇଛି । ସୋସିଆଲ ମିଡିଆରେ ହସ୍ପିଟାଲ ଗହଳିର ଅନେକ ଭିଡିଓ ସାମ୍ନାକୁ ଆସିଛି । ଏ ନେଇ ସ୍ଵତନ୍ତ୍ର ଚିକିତ୍ସା କିମ୍ବା ଟିକା ନ ଥିବାରୁ ଚିନ୍ତା ବଢ଼ିବାରେ ଲାଗିଛି । ଚୀନର ଅନେକ ସ୍ଥାନରେ ଜରୁରୀକାଳୀନ ସ୍ଥିତି ଘୋଷଣା କରାଯାଇଛି । ତେବେ ପ୍ରଶାସନ ପକ୍ଷରୁ କୌଣସି ବିଧିବଦ୍ଧ ଘୋଷଣା ହୋଇନାହିଁ । ପରିସ୍ଥିତି ଉପରେ ନଜର ରଖିବାକୁ ଏକ ପାଇଲଟ୍ ମନିଟରିଂ ସିଷ୍ଟମ ଘୋଷଣା ହୋଇଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ

ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ

କୋଲକତା : ପଶ୍ଚିମବଙ୍ଗରେ ଓଡିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା । ମମତା ବାନାର୍ଜୀଙ୍କୁ ଦିଲ୍ଲୀ ବିଜେପି ସାଂସଦ ବାଂଶୁରୀ ସ୍ୱରାଜଙ୍କ ଟାର୍ଗେଟ । ଝିଅମାନେ ରାତିରେ...

Login