The Ultimate Managed Hosting Platform
ADVERTISEMENT

ଚୀନକୁ ଟ୍ରମ୍ପଙ୍କ ଖୋଲା ଧମକ

Facebook
Twitter
LinkedIn

ନୂଆଦିଲ୍ଲୀ : ଚୀନକୁ ଆମେରିକା ରାଷ୍ଟ୍ରପତିଙ୍କ ଖୋଲା ଧମକ । ଚୀନ ଉପରେ ଅତିରିକ୍ତ ୫୦ ପ୍ରତିଶତ ଟାରିଫ ଲଗାଇବ ଆମେରିକା । ଚୀନ ରାଷ୍ଟ୍ରପତିଙ୍କୁ ୨୪ ଘଣ୍ଟିଆ ଅଲଟିମେଟମ ଦେଲେ ଟ୍ରମ୍ପ । ୩୪ ପ୍ରତିଶତ ଟାରିଫରୁ ନ ଓହରିଲେ ୫୦ ପ୍ରତିଶତ ଟାରିଫ ଲଗାଇବ ଆମେରିକା । କାଉଣ୍ଟର କରିଛି ଚୀନ । ୫୦ ପ୍ରତିଶତ ଟାରିଫ ଲଗାଇଲେ ଚୀନ ମଧ୍ୟ ଅନୁରୂପ ପଦକ୍ଷେପ ନେବ। ନିଜର ଅଧିକାର ଓ ସ୍ବାର୍ଥ ରକ୍ଷା ପାଇଁ ପଦକ୍ଷେପ ନେବ ବୋଲି ଚୀନ କହିଛି। ୫୦ ପ୍ରତିଶତ ଟାରିଫ ଲଗାଇଲେ ଆମେରିକା ବଡ଼ ଭୁଲ କରିବ ବୋଲି ଚୀନ କହିଛି। ଆମେରିକା ବ୍ଲାକ ମେଲିଂ କରୁଥିବା ଚୀନର ବାଣିଜ୍ୟ ମନ୍ତ୍ରାଳୟ କହିଛି। ଅନ୍ୟପଟେ ଏପ୍ରିଲ ୨ ତାରିଖଠାରୁ ଟ୍ରମ୍ପ ଚୀନ ଉପରେ ୩୪ ପ୍ରତିଶତ ଟାରିଫ ଲଗାଇବାର ଘୋଷଣା କରିଥିଲେ। ଯାହାପରେ ବର୍ତ୍ତମାନ ଚିନିର ଆମଦାନୀ ଉପରେ ୫୪ ପ୍ରତିଶତ ଟାରିଫ ବଢିବାର ଆଶଙ୍କା ରହିଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ

ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ

କୋଲକତା : ପଶ୍ଚିମବଙ୍ଗରେ ଓଡିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା । ମମତା ବାନାର୍ଜୀଙ୍କୁ ଦିଲ୍ଲୀ ବିଜେପି ସାଂସଦ ବାଂଶୁରୀ ସ୍ୱରାଜଙ୍କ ଟାର୍ଗେଟ । ଝିଅମାନେ ରାତିରେ...

Login