The Ultimate Managed Hosting Platform
ADVERTISEMENT

ଚିକବଲ୍ଲାପୁରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ୧୨ ମୃତ

Facebook
Twitter
LinkedIn

ବାଙ୍ଗାଲୋର : କର୍ଣ୍ଣାଟକର ଚିକବଲ୍ଲାପୁରରେ ଭୟଙ୍କର ସଡ଼କ ଦୁର୍ଘଟଣା । ଦୁର୍ଘଟଣାରେ ୧୨ ଜଣଙ୍କର ମୃତ୍ୟୁ ହୋଇଛି । ଗୁରୁବାର ସକାଳ ୭ଟା ୧୫ ମିନିଟ ସମୟରେ ଜାତୀୟ ରାଜପଥ ୪୪ରେ ଚିତ୍ରାବତୀ ଟ୍ରାଫିକ ପୋଲିସ ଷ୍ଟେସନ ସମୟରେ ଏହି ଦୁର୍ଘଟଣା ଘଟିଛି । ଏଥିରେ ଜଣେ ଗୁରୁତର ଭାବେ ଆହତ ହୋଇଛନ୍ତି । ଖବର ମୁତାବକ, କର୍ଣ୍ଣାଟକର ଚିକବଲ୍ଲାପୁର ଜାତୀୟ ରାଜପଥ ୪୪ରେ ରାସ୍ତା କଡରେ ଏକ ଟାଙ୍କର ରହିଥିଲା । ହେଲେ ସାମ୍ନା ପଟୁ ଆସୁଥିବା ଏକ ଟାଟା ସୁମୋ କାର ଘନ କୁହୁଡି ଯୋଗୁଁ ଦେଖି ନ ପାରି ଟାଙ୍କରକୁ ଧକ୍କା ଦେଇଥିଲା । ଫଳରେ ଘଟଣା ସ୍ଥଳରେ ୧୨ ଜଣଙ୍କର ମୃତ୍ୟୁ ହୋଇଥିବା ଜଣେ ଗୁରୁତର ଆହତ ହୋଇଛନ୍ତି । ପ୍ରଥମେ ସମସ୍ତଙ୍କୁ ହସପିଟାଲ ନିଆଯାଇଥିଲା, ଡାକ୍ତର ସେଠାରେ ସେମାନଙ୍କୁ ମୃତ ଘୋଷଣା କରିଥିଲେ । ଜଣେ ଆହତଙ୍କ ଚିକିତ୍ସା ଚାଲିଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ

ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ

କୋଲକତା : ପଶ୍ଚିମବଙ୍ଗରେ ଓଡିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା । ମମତା ବାନାର୍ଜୀଙ୍କୁ ଦିଲ୍ଲୀ ବିଜେପି ସାଂସଦ ବାଂଶୁରୀ ସ୍ୱରାଜଙ୍କ ଟାର୍ଗେଟ । ଝିଅମାନେ ରାତିରେ...

Login