The Ultimate Managed Hosting Platform
ADVERTISEMENT

ଚାଷୀ ଆନେ୍ଦାଳନ ; ଧାରଣା ସମୟରେ ଆହତ ଚାଷୀଙ୍କ ଖର୍ଚ୍ଚ ଉଠାଇବେ ପଞ୍ଜାବ ସରକାର

Facebook
Twitter
LinkedIn

ନୂଆଦିଲ୍ଲୀ: ଆଜିକୁ ତୃତୀୟ ଦିନରେ ପହଁଚିଛି ଚାଷୀ ଆନେ୍ଦାଳନ । ଚାଷୀ ଆନ୍ଦୋଳନ ମଧ୍ୟରେ ପଞ୍ଜାବ ସରକାର ବଡ଼ ଘୋଷଣା କରିଛନ୍ତି । ପଞ୍ଜାବର ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରୀ ଡା. ବଲବୀର ସିଂହ କହିଛନ୍ତି, ଚାଷୀଙ୍କ ଧାରଣା ସମୟରେ ଆହତ ବ୍ୟକ୍ତିଙ୍କ ଚିକିତ୍ସା ଖର୍ଚ୍ଚ ପଞ୍ଜାବ ସରକାର ଉଠାଇବେ। ଖାଲି ସେତିକି ନୁହେଁ ସେ କହିଛନ୍ତି, ଧାରଣା ସମୟରେ ଯଦି କେହି ସାମ୍ବାଦିକ କିମ୍ବା ପୁଲିସ ଆହତ ହେଉଛନ୍ତି। ତେବେ ତାଙ୍କର ମଧ୍ୟ ଚିକିତ୍ସା ଖର୍ଚ୍ଚା ସରକାର ଉଠାଇବେ। ଏହା ସେ କହିଛନ୍ତି ନିଜ ହକ୍ ପାଇଁ ଲଢ଼ୁଥିବା ଚାଷୀଙ୍କ ସହ ପଞ୍ଜାବ ସରକାରଙ୍କ ସମର୍ଥନ ରହିଛି। ଉଲ୍ଲେଖଯୋଗ୍ୟ, ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନ ପୂର୍ବରୁ ଚାଷୀଙ୍କୁ ସମର୍ଥନ କରିଆସୁଛନ୍ତି। ସେ କହିଛନ୍ତି ଚାଷୀଙ୍କ ଦାବି ଯଥୋଚିତ। କେନ୍ଦ୍ର ସରକାରଙ୍କୁ ଚାଷୀଙ୍କ କଥା ଶୁଣିବା ଦରକାର।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

“ଆମ ଶାସନ” ଶୁଭାରମ୍ଭ , ମୁଖ୍ୟମନ୍ତ୍ରୀ କଲେ ଶୁଭାରମ୍ଭ

ଓଡିଆ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଅନ୍ୟନ୍ତ ନିନ୍ଦନୀୟ ; ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ପଶ୍ଚିମବଙ୍ଗରେ ଓଡିଆ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଉଦବେଗ । ଏହା ଅତ୍ୟନ୍ତ ନିନ୍ଦନୀୟ ଓ ପୀଡା ଦାୟକ, ମୁଁ ଗଭୀର ଭାବରେ ମର୍ମାହତ...

ବିଜେଡିକୁ ଶକ୍ତ ଝଟକା ; ପଦ୍ମ ଧରିଲେ ଜୟ ଢୋଲକିଆ

ବିଜେଡିକୁ ଶକ୍ତ ଝଟକା ; ପଦ୍ମ ଧରିଲେ ଜୟ ଢୋଲକିଆ

ଭୁବନେଶ୍ୱର : ବିଜେପିରେ ମିଶିଲେ ଜୟ ଢୋଲକିଆ । ସ୍ୱର୍ଗତ ବିଜେଡି ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ । ନୂଆପଡା ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ହେବା...

ADVERTISEMENT
ପଶ୍ଚିମବଙ୍ଗରେ ଓଡିଶା ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା ; ସହଯୋଗ ମିଳୁନି କହିଲେ ପୀଡିତାଙ୍କ ବାପା

ପଶ୍ଚିମବଙ୍ଗରେ ଓଡିଶା ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା ; ସହଯୋଗ ମିଳୁନି କହିଲେ ପୀଡିତାଙ୍କ ବାପା

ଜଳେଶ୍ୱର : ପଶ୍ଚିମବଙ୍ଗରେ ଓଡିଶା ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା । ମେଡିକାଲ କର୍ତ୍ତୁପକ୍ଷଙ୍କ ସହଯୋଗ ମିଳୁନି କହିଲେ ପୀଡିତାଙ୍କ ବାପା । ମୋତେ ଘଟଣାକୁ ନେଇ କେହି...

Login