କଟକ : ରାଜ୍ୟ କୃଷି ବିଭାଗ ଏବଂ କେ ଭି ଏସ ଏସ ଲିମିଟେଡ଼ ଓଡିଶା ଫାଉଣ୍ଡେସନ ଏବଂ ସିସିଡ଼ବ୍ଲୁଡି ର ମିଳିତ ସହଯୋଗରେ ମଙ୍ଗଳବାର ଦିନ ଆମଣ ପଞ୍ଚାୟତ କାର୍ୟ୍ୟାଳୟ ଠାରେ ମୁଗଚାଷ କରିବା ପାଇଁ ଚାଷୀ ମାନଙ୍କୁ ମାଗଣାରେ କ୍ଷୁଦ୍ର ଚାଷୀ ପିଛା ୪ କେଜି ମୁଗ ଏବଂ ବଡ଼ ଚାଷୀ ମାନଙ୍କୁ ୮ କେଜି ଲେକ୍ଷାଏଁ ମୁଗ ଔଷଧ ବିତରଣ କରାଯାଇଥିଲା । ଆମଣ ପଞ୍ଚାୟତର ୨୦୦ ଶହ କ୍ଷୁଦ୍ର ଏବଂ ବଡ଼ ଚାଷୀ ମାନଙ୍କୁ ମୁଗଚାଷ କରିବା ପାଇଁ ସଚେତନତା କରାଯିବା ସହ ଏହି ମୁଗ ମଞ୍ଜି ଯୋଗାଇ ଦିଆଯାଇଛି । ଏହି ଉପଲକ୍ଷେ ଆୟୋଜିତ କାର୍ୟ୍ୟକ୍ରମ ରେ ଏନଜିଓ ପ୍ରୋଭାଇଡ଼ର ଅପର୍ଣ୍ଣା ପାଲଙ୍କ ଉପସ୍ଥିତିରେ ଆମଣ ସରପଞ୍ଚ ମାନସୀ ପୃଷ୍ଟି, ସମିତି ସଭ୍ୟ ରାଜ କିଶୋର ପଟ୍ଟନାୟକ, ପଞ୍ଚାୟତ କୃଷକ ସାଥୀ ସୁଶାନ୍ତ କୁମାର ସାମନ୍ତରାୟ, ପୂର୍ବତନ ସରପଞ୍ଚ ଶିବ ଚରଣ ପୃଷ୍ଟି , ସମସ୍ତ ୱ।ର୍ଡ଼ ସଭ୍ୟ ସଭ୍ୟାଙ୍କ ଉପସ୍ଥିତରେ ମୁଗ ବିହନ ଏବଂ ଔଷଧ ପ୍ରଦାନ କରାଯାଇଥିଲା । ପଞ୍ଚାୟତର ସାଶୋଳ, ଆମଣ, ଅଡାଳିଆ, ବାଗଧରାପୁର, ବିଶ୍ୱାଳପଡା, ସବଳପୁର, ଚାମରପଡା, ଆମଣପଡା ଆଦି ଗ୍ରାମରୁ ଆସିଥିବା ଚାଷୀ ମାନଙ୍କୁ ଏହି ମିନିକିଟ ପ୍ରଦାନ କରାଯାଇଥିଲା ।ଆମଣ ପଞ୍ଚାୟତରେ ଚାଷୀଙ୍କୁ ମାଗଣାରେ ମୁଗମଞ୍ଜି ଔଷଧ ବିତରଣ । ରାଜ୍ୟ କୃଷି ବିଭାଗ ଏବଂ କେ ଭି ଏସ ଏସ ଲିମିଟେଡ଼ ଓଡିଶା ଫାଉଣ୍ଡେସନ ଏବଂ ସିସିଡ଼ବ୍ଲୁଡି ର ମିଳିତ ସହଯୋଗରେ ମଙ୍ଗଳବାର ଦିନ ଆମଣ ପଞ୍ଚାୟତ କାର୍ୟ୍ୟାଳୟ ଠାରେ ମୁଗଚାଷ କରିବା ପାଇଁ ଚାଷୀ ମାନଙ୍କୁ ମାଗଣାରେ କ୍ଷୁଦ୍ର ଚାଷୀ ପିଛା ୪ କେଜି ମୁଗ ଏବଂ ବଡ଼ ଚାଷୀ ମାନଙ୍କୁ ୮ କେଜି ଲେକ୍ଷାଏଁ ମୁଗ ଔଷଧ ବିତରଣ କରାଯାଇଥିଲା । ଆମଣ ପଞ୍ଚାୟତର ୨୦୦ ଶହ କ୍ଷୁଦ୍ର ଏବଂ ବଡ଼ ଚାଷୀ ମାନଙ୍କୁ ମୁଗଚାଷ କରିବା ପାଇଁ ସଚେତନତା କରାଯିବା ସହ ଏହି ମୁଗ ମଞ୍ଜି ଯୋଗାଇ ଦିଆଯାଇଛି । ଏହି ଉପଲକ୍ଷେ ଆୟୋଜିତ କାର୍ୟ୍ୟକ୍ରମ ରେ ଏନଜିଓ ପ୍ରୋଭାଇଡ଼ର ଅପର୍ଣ୍ଣା ପାଲଙ୍କ ଉପସ୍ଥିତିରେ ଆମଣ ସରପଞ୍ଚ ମାନସୀ ପୃଷ୍ଟି, ସମିତି ସଭ୍ୟ ରାଜ କିଶୋର ପଟ୍ଟନାୟକ, ପଞ୍ଚାୟତ କୃଷକ ସାଥୀ ସୁଶାନ୍ତ କୁମାର ସାମନ୍ତରାୟ, ପୂର୍ବତନ ସରପଞ୍ଚ ଶିବ ଚରଣ ପୃଷ୍ଟି , ସମସ୍ତ ୱ।ର୍ଡ଼ ସଭ୍ୟ ସଭ୍ୟାଙ୍କ ଉପସ୍ଥିତରେ ମୁଗ ବିହନ ଏବଂ ଔଷଧ ପ୍ରଦାନ କରାଯାଇଥିଲା । ପଞ୍ଚାୟତର ସାଶୋଳ, ଆମଣ, ଅଡାଳିଆ, ବାଗଧରାପୁର, ବିଶ୍ୱାଳପଡା, ସବଳପୁର, ଚାମରପଡା, ଆମଣପଡା ଆଦି ଗ୍ରାମରୁ ଆସିଥିବା ଚାଷୀ ମାନଙ୍କୁ ଏହି ମିନିକିଟ ପ୍ରଦାନ କରାଯାଇଥିଲା ।
ଚାଷୀଙ୍କୁ ମାଗଣାରେ ମୁଗମଞ୍ଜି ଔଷଧ ବିତରଣ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











