The Ultimate Managed Hosting Platform
ADVERTISEMENT

ଚାପର ବଶବର୍ତ୍ତୀ ହୋଇ ସ୍କୁଲ ଭିତରେ ଝୁଲି ପଡିଲେ ଶିକ୍ଷକ !

Facebook
Twitter
LinkedIn

ଅନୁଗୁଳ : ସ୍କୁଲ ଭିତରେ ଶିକ୍ଷକଙ୍କ ଆତ୍ମହତ୍ୟା । କ୍ଲାସ ଚାଲୁଥିବାବେଳେ ଏପଟେ ପ୍ରଧାନ ଶିକ୍ଷକ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଅନୁଗୁଳ କିଶୋରନଗର ବ୍ଲକ ତୁରୁଡା ଉପ୍ରା ସ୍କୁଲରେ ଏହି ଅଘଟଣ ଘଟିଛି। ଝରକାବାଟେ ଶିକ୍ଷକଙ୍କୁ ଆତ୍ମହତ୍ୟା କରୁଥିବା ଦେଖି ଛାତ୍ରଛାତ୍ରୀ ଭୟଭୀତ ହୋଇପଡିଥିଲେ। ପିଲାଙ୍କ ପାଟି ଶୁଣି ସ୍ଥାନୀୟ ଲୋକେ ଉଦ୍ଧାର କରି ହସପିଟାଲରେ ଭର୍ତ୍ତି କରିଥିଲେ। ହେଲେ ଡାକ୍ତର ପ୍ରଧାନଶିକ୍ଷକଙ୍କୁ ମୃତ ଘୋଷଣା କରିଥଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି। ଚାପର ବଶବର୍ତ୍ତୀ ହୋଇ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login