The Ultimate Managed Hosting Platform
ADVERTISEMENT

ଚାକିରି ନାଁରେ ଠକେଇ : ୩ ଗିରଫ

Facebook
Twitter
LinkedIn

ଭୁବନେଶ୍ୱର : ଇସ୍ରାଏଲରେ ଚାକିରି ଦେବା ନାଁରେ ଠକେଇ । ଘଟଣାରେ ୩ ଜଣ ଗିରଫ ହୋଇଛନ୍ତି । ୩ ମାଷ୍ଟରମାଇଣ୍ଡକୁ ଗିରଫ କଲା ଖାରବେଳ ନଗର ଥାନା ପୋଲିସ । ମାଷ୍ଟରକ୍ୟାଣ୍ଟିନର ଏକ ହୋଟେଲରେ ଚାଲିଥିଲା ଫେକ ନିଯୁକ୍ତି ମେଳା । ଓଡିଆ ଯୁବକ ମାନଙ୍କୁ ଚାକିରି ପାଇଁ ଲକ୍ଷ ଲକ୍ଷ ଟଙ୍କା ମଗାଯାଉଥିଲା । ପ୍ରଥମ କିସ୍ତିରେ ଆଶାୟୀଙ୍କଠୁ ୭୦ ହଜାର ଲେଖାଏଁ ନିଆଯାଇଥିଲା । ଲେବର କମିଶନ ନିକଟରେ ଅଭିଯୋଗ ପରେ ଗିରଫ କଲା ପୋଲିସ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login