ଭୁବନେଶ୍ୱର : ଚାକିରି କରାଇବା ନାଁରେ କୋଟିଏରୁ ଅଧିକ ଟଙ୍କା ଠକେଇ ଅଭିଯୋଗ । ପୋଲିସ ଓପ୍ରଶାସନ ବିଭାଗରେ ଚାକିରି କରାଇଦେବା ନାଁରେ ଠକେଇ । କୃଷ୍ଣପ୍ରସାଦରୁ ଠକ ମନୋଜ ମାଝୀକୁ ଗିରଫ କଲା ଏସଟିଏଫ । ନିଜକୁ କ୍ରାଇମବ୍ରାଞ୍ଚ ଏବଂ ସ୍ପେଶାଲ ବ୍ରାଞ୍ଚ ଅଧିକାରୀ କହି ଠକୁଥିଲା । ପୁରୀ, ଖୋର୍ଦ୍ଧା ଓ କଟକର ବହୁ ପିଲାଙ୍କ ଠାରୁ ଠକିଥିବା ଅଭିଯୋଗ । ଅଭିଯୁକ୍ତ ଘରୁ ପିଲାଙ୍କ ନକଲି ଆଇକାର୍ଡ ଓ ନକଲି ନିଯୁକ୍ତି ପତ୍ର ଜବତ ।
Views: 71