ଭୁବନେଶ୍ୱର : ନିର୍ଦ୍ଦିଷ୍ଟ ବ୍ୟୁରୋକ୍ରାଟଙ୍କୁ କଡା ଆହ୍ୱାନ ଦେଲେ ସୈାମ୍ୟ । ଚାକିରି ଛାଡି ଦଳ ସମ୍ଭାଳିବାକୁ କହିଲେ ବିଧାୟକ ସୈାମ୍ୟ । ଆମ ଦଳରେ କଣ କେହି ନେତା ନାହାନ୍ତି ଦଳ କଥା ବୁଝିବାକୁ । ଜଣେ ଦୁଇ ଜଣ ଆଇଏଏସ କଣ ଦଳ କଥା ବୁଝିବେ ? ଯଦି ଦଳ କଥା ବୁଝିବାକୁ ଇଚ୍ଛା , ଇସ୍ତଫା ଦେଇ ଦଳକୁ ଆସନ୍ତୁ । ପଦବୀରୁ ଇସ୍ତଫା ଦେଇ ଦଳୀୟ କାର୍ଯ୍ୟ ସମ୍ଭାଳନ୍ତୁ , ଆପତ୍ତି ନାହିଁ । ଫାଇଭ୍ ଟି ସଚିବ ରାଜନୀତି କରିପାରିବେ ନାହିଁ ।
ମୁଖ୍ୟମନ୍ତ୍ରୀ କଣ ଏତେ ଅସହାୟ ହୋଇଗଲେଣି ପଚାରିଲେ ସୈାମ୍ୟ । ସିଏମଓ ରାଜ୍ୟ ସାରା ବୁଲୁଥିବା ପ୍ରଶ୍ନରେ ସୈାମ୍ୟଙ୍କ କଡା ମନ୍ତବ୍ୟ । ସିଏମଓରୁ ଆଉ କିଏ ଯାଇଛି , ସେହି ଗୋଟିଏ ଲୋକ କଣ ସବୁ ବୁଝୁଛି । ସେହି ଗୋଟିଏ ଲୋକ ସରକାର , ଲୋକଙ୍କ କଥା ବୁଝୁଛି ? ଏହା ସାଧାରଣ ଜନତାଙ୍କ ପାଇଁ ଏକ ଅପମାନଜନକ କଥା ନୁହେଁ କି । ନେତା ମାନେ କହୁନାହାନ୍ତି ସେମାନେ ଅସହାୟ , ତାଙ୍କ ଦ୍ୱାରା ଶାଗ ସିଝିବନି । ତେଣୁ ମୁଖ୍ୟମନ୍ତ୍ରୀ ତାଙ୍କ ମନ୍ତ୍ରୀମାନଙ୍କୁ ବିଶ୍ୱାସ କରନାହାନ୍ତି କହୁନାହାନ୍ତି । କେବଳ ଜଣିଏ ଲୋକ ଅଛି , ତା ଉପରେ ସବୁ ଅଠା ଛିଡିଛି ? ମଶକ?ମୁଖ୍ୟମନ୍ତ୍ରୀ କଣ ଏତେ ଅସହାୟ ହୋଇଗଲେଣି , ଭିଡିଓ ବାର୍ତ୍ତାରେ କହିବେ । ଭିଡିଓ ବାର୍ତ୍ତାରେ ମୁଖ୍ୟମନ୍ତ୍ରୀ କହିବେ ମୁଁ ୟଙ୍କର ପଠାଉଛି ବୋଲି ।
ଚାକିରି ଛାଡି ଦଳ ସମ୍ଭାଳନ୍ତୁ-ସୈାମ୍ୟ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











